Type Here to Get Search Results !

ସ୍ଵଂୟ ସହାୟକ ଗୋଷ୍ଠୀ ପକ୍ଷରୁ ସ୍ବଚ୍ଛତା ଅଭଯାନ


ପଦ୍ମପୁର :-

ପଦ୍ମପୁର ବ୍ଳକ ବରିକେଲ ପଚାଂୟତ ସିଂହନପୁର ଗ୍ରାମରେ ସ୍ଵଂୟ ସହାୟକ ଗୋଷ୍ଟୀ ପକ୍ଷରୁ ଗ୍ରାମରେ ସ୍ବଚ୍ଛ ଅଭିଯାନ | ସଭାନେତ୍ରୀ ପଦ୍ମିନୀ ପୁରୋହିତ ଏବଂ ସମ୍ପାଦିକା ପଦ୍ମିନୀ ପାଣ୍ଡେ ଙ୍କ ନେତ୍ରୁତ୍ବ ରେ ପ୍ରାୟ ୧୮ ଜଣ ମହିଲା ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। କାର୍ଯକ୍ରମ ରେ ଉପସ୍ଥିତ ଥିବା ମହିଲା ମାନେ ହେଲେ - ଗନ୍ଧର୍ବୀ ପାଣ୍ଡେ,ନିର ପାଣ୍ଡେ,ପୁଟ ପାଣ୍ଡେ,ସାବିତୀ ପାଣ୍ଡେ,ମିନା ସାହା,ନେପୁର ସାହା,ସୁରେଖା ସାହା,ଯାଜ୍ଞସେନୀ ସାହା,ଦମୟନ୍ତୀ ଦୂଆରୀ, ବାସନ୍ତୀ ସାହା,ଅନୁ ସାହା,ଜୟନ୍ତୀ ସାହା,ସୁକାନ୍ତୀ ସାହା,ଘଏସାନ ସାହା,ପ୍ରେମଲତା ସାହା।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.