Type Here to Get Search Results !

ଅତିଥିଙ୍କ ପାଇଁ ବସା ବାନ୍ଧିଲେ ପରିବେଶ ପ୍ରେମୀ ସମରେନ୍ଦ୍ର

 

କେନ୍ଦ୍ରାପଡ଼ା :- 

ଜଳ ବାୟୁ ପରିଵର୍ତ୍ତନ ମଣିଷ କୃତ ଶିଳ୍ପାୟନ ପ୍ରଭାବ ସରକାରୀ ସ୍ଥିରରେ ଇଛା ଶକ୍ତି ର ଅଭାବ ଦିନ କୁ ଦିନ ବଢୁଥିବା ପ୍ରଦୂଷଣ ପ୍ରଭାବ ରୁ ହଜାର ହଜାର ବର୍ଷତଳ ର ଯିବ ଜନ୍ତୁ ପଶୁ ପକ୍ଷୀ କୀଟ ପତଙ୍ଗ ଓ ବିଭିନ୍ନ ସାମୁଦ୍ରିକ ପ୍ରାଣୀ ମାନଙ୍କ ର ବଂଶ ବିସ୍ତାର ଓ ସୁରକ୍ଷା ପାଇଁ ନିଜସ୍ୱ ଉଦ୍ୟମ ରେ ଏକ ଅଭିନଵ ପ୍ରୟାସ କରି ରଖିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳ ପଡା ବ୍ଲକ ର ଜଣେ ଯୁବକ ସ୍ୱଚ୍ଛାସେବି ଓ ପରିବେଶ ପ୍ରେମି ସମରେନ୍ଦ ମାହାଳି। ଶୀତ ଦିନ ଆଗମନ ରେ କେନ୍ଦ୍ରାପଡ଼ା ଜିଲ୍ଲା ଉପକୃତ ବ୍ରତ୍ତି ଇଲାକାର ବିସ୍ତ୍ରିର୍ଣ ହେନ୍ତାଳ ବନ ବଙ୍ଗୋପସାଗର ର ଉପକୂଳ ସମୁଦ୍ର ର ନିଜ ଜଳ ରାଶି ଢେଉରୁ କୌତିକିଆ ଖେଳ ଖେଳୁ ଥିବା ବିଭିନ୍ନ ପ୍ରଜାପତି ର ପକ୍ଷୀ ମାନଙ୍କୁ ବସା ତିଆରି କରିବା ପାଇଁ ଆବଶ୍ୟକ ସରଞ୍ଜାମ ନଡ଼ିଆ କତା, କୁଟା କାଠି, ନାଳିଆ, ପିମ୍ପୁଳି ସୁତୁଲି, ଘାସ, ଆଦିକୁ ନେଇ ବସା ଗୁଡିକ ତିଆରି କରି ଗଛ ରେ ଯେକୌଣସି ବ୍ୟକ୍ତି କୁ ଆକୃଷ୍ଟ କରୁଛି। ଉପକୂଳ ଅଞ୍ଚଳ ରେ ସୃଷ୍ଟି ହୋଇଥିବା ବିସ୍ତୃର୍ଣ ଲୁଣା ଜଙ୍ଗଲ ରୁସମୁଦ୍ର କୁଳିଆ ନଦୀ ନାଳ ରେ ମିଳୁ ଥିବା ପଯ୍ୟପ୍ତ ପରିମାଣ ଖାଦ୍ୟ ଆଦି ଆକୃଷ୍ଟ ହୋଇ ପୃଥିବୀ ର ବିଭିନ୍ନ ପ୍ରନ୍ଥରୁ ଶୋଷଣ ସୁସ୍ୱାଦକରିବା ପାଇଁ ଛୁଟି ଆସନ୍ତି ରଙ୍ଗ ବେରଙ୍ଗ ପକ୍ଷୀ। ଏଠାରେ ସୁରକ୍ଷିତ ଭାବେ ନିଜର ବଂଶ ବିସ୍ତାର କରିବା ପାଇଁ ଛୁଟି ଆସନ୍ତି। ଏଠାରେ ସୁରକ୍ଷିତ ଭାବେ ବାସ କରି ଅଣ୍ଡା ଦାନ କରିବା ସହିତ ଛୁଆ ଫୁଟିବା ପଯ୍ୟନ୍ତ ବସା ଯଥେଷ୍ଟ ସହାୟତା ହୋଇଥାଏ।  ଆଜି ମହାକାଳ ପଡା ବ୍ଲକ ଗୋବରୀ ନଦୀରେ ତ୍ରୀକଣ ଭୁମି ଅଞ୍ଚଳ ର ଚଟକା ପଶୁବତୀ ଜଙ୍ଗଲ ଗୁଡିକ ରେ ସ୍ୱଳ୍ପ ରହଣି ପାଇଁ ସମରେନ୍ଦ ନିଜଶ୍ୱ ଉଦ୍ୟମ ରେ ବସା ତିଆରି କରି ଗଛ ଗୁଡିକ ରେ ବାନ୍ଧି ଥିବାର ଦେଖିବାକୁ ମିଳିଛି। ଜମ୍ମୁ ଅଞ୍ଚଳ ରେ ଜଣା ଶୁଣା ଶ୍ୱଚ୍ଛା ସେବି ନିଠୁଳ ସର୍ଜନ ସମ୍ପାଦିକ ସୁରକ୍ଷା ପାଇଁ ପ୍ରମୁଖ ବସା ବନ୍ଧା କାଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ସମରେନ୍ଦ କୁ ଉତ୍ସାହିତ କରିଥିଲେ। ପରିବେଶ ପ୍ରେମି ସମରେନ୍ଦ କୁ କହିବା ଅନୁଯାଇ ପକ୍ଷୀ ମାନଙ୍କ ବେତିତ ଅଂଚଳ ର ବ୍ୟାପକ ପରିମାଣ ର ଜଙ୍ଗଲ ସୃଷ୍ଟି କରିବା ସାମୁଦ୍ରିକ ଜୀବଜନ୍ତୁ ଓ ବଣ ଜୀବଜନ୍ତୁ କିପରି ସୁରକ୍ଷା ଦିଆଯିବ ଉଦ୍ୟମ ଜାରି ରହିଲେ ଗ୍ରୀଷ୍ମ ରିତୁ ସମୟ ରେ ଜଙ୍ଗଲ ପଶୁ ପକ୍ଷୀ ମାନଙ୍କ ପାଇଁ ମଧୁର ପନିଅ ଜଳ ର ଵେବସ୍ତା କରାଯିବା ପାଇଁ ସୂଚନା ଦେଉଛନ୍ତି। କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.