Type Here to Get Search Results !

ଶିଳାନ୍ୟାସ ଫଳକୁ ଭାଙ୍ଗିଲେ ଅସାମାଜିକ

 


ଧାମନଗର :-

 ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତରେ ବିଧାୟକ ବିଷ୍ଣୁ ସେଠୀଙ୍କ ନୂତନ ପ୍ରକଳ୍ପର ଶିଳାନ୍ୟାସ ଫଳକୁ ଭାଙ୍ଗି ଦେବା ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ୧୨ ତାରିଖରେ ସ୍ଥାନୀୟ ବିଧାୟକ ଓ ଜନସାଧାରଣ ଉପସ୍ଥିତରେ ବିଧାୟକ ପାଣ୍ଠିରୁ ପଞ୍ଚାୟତ ରେ ବିଭିନ୍ନ କାର୍ଯ୍ୟ ପାଇଁ ଶିଳାନ୍ୟାସ ହୋଇଥିବା ଫଳକୁ ଗ୍ରାମର କିଛି ଅସାମାଜିକ ଲୋକ ମାନେ ଫଳକ ଟିକୁ ଭାଙ୍ଗି ଦେଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଯାହା କୁ ନେଇ ସ୍ଥାନୀୟ ବିଜେପି ଯୁବ ମୋର୍ଚ୍ଚା ର ମଣ୍ଡଳ ସଭାପତି ଏହି ଘଟଣା କୁ ନିନ୍ଦା କରିବା ସହ ଥାନାରେ ମଧ୍ୟ ଏନେଇ ଏକ ଧାମନଗର ଥାନାରେ ଏକ ଅଭିଯୋଗ ମଧ୍ୟ କରିଛନ୍ତି। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.