Type Here to Get Search Results !

ପଦ୍ମପୁର ଉପଖଣ୍ଡ ସ୍ତରୀୟ ନିଯୁକ୍ତି ମେଳା ରେ ଅଞ୍ଚଳ ମହାବିଦ୍ୟାଳୟ,ଯୁବ ରେଡ୍ କ୍ରସ ର ସ୍ବେଛାସେବୀ ମାନଙ୍କ ଯୋଗଦାନ



ପଦ୍ମପୁର :-

 ସ୍ଥାନୀୟ ଆର୍.ବି. ସ୍କୁଲ୍ ପଡିଆ ରେ ବରଗଡ ଜିଲ୍ଲା ନିୟୋଜନ ସଂସ୍ଥା (Dist Employment Exchange) ଆନୁକୁଲ୍ୟରେ ଏକ ନିଯୁକ୍ତି ମେଳା ପୂର୍ବାହ୍ନ ଦଶଟା ରେ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲାପାଲ ଙ୍କ ଆଦେଶ କ୍ରମେ ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ର ଯୁବ ରେଡକ୍ରସ୍ ର ଅଧିକାରୀ ପ୍ରାଧ୍ୟାପକ ବିଦ୍ୟାଧର ଦାଶ ଓ ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ ଙ୍କ ତତ୍ତ୍ୱବଧlନ ରେ ସ୍ବେଚ୍ଛାସେବୀ ମାନେ ଯୋଗଦାନ କରି ଥିଲେ l ଚନ୍ଦନ ସାହୁ ଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ ମାନେ-ଅଜିତ ରଣା, ହିତେଶ୍ୱରି ବରିହା, ଶୁଭମ୍ ଦାନୀ, ସିଦ୍ଧାର୍ଥ ଶଙ୍କର ଦାଶ, ସୁଜାତା ଭୋଇ, ରାଜ ରିତିକ ସାହୁ,ଅବିନାଶ ସାହୁ, ସୀମା ନାୟକ,ନେତ୍ରାନନ୍ଦ ମେହେର ପ୍ରମୁଖ ଯୋଗଦାନ କରି ଶାନ୍ତି ଶୃଙ୍ଖଳା ରକ୍ଷା, ମାସ୍କ ପରିଧାନ ପାଇଁ ପ୍ରେରଣା, ପ୍ରାଥମିକ ଚିକିତ୍ସl ଆଦି କେତେକ ଗୁରୁତ୍ଵ ପୂର୍ଣ୍ଣ ଦିଗ ଉପରେ ସଚେତନତା ସୃଷ୍ଟି କରିଥିଲେ ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.