Type Here to Get Search Results !

ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା, ଅମ୍ବାଭୋନା ରେ କରାମାଡ

 


 ବରଗଡ଼ / ସମ୍ବଲପୁର / ଝାରସୁଗୁଡ଼ା :-

ଆଜି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବରଗଡ଼, ବଲାଙ୍ଗିର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ର ବିଭିନ୍ନ ସ୍ଥାନ ମାନଙ୍କରେ ବର୍ଷା ହୋଇଥିବା ସୂଚନା ମିଳିଛି। ବର୍ଷା ଯୋଗୁଁ ଏହି ସବୁ ସ୍ଥାନ ମାନଙ୍କରେ ଶୀତ ମଧ୍ୟ ବଢ଼ିଥିବା ସୂଚନା ମିଳିଛି। ଏହାସହ ବରଗଡ଼ ଆମ୍ବାଭୋନା ଠାରେ ବର୍ଷା ସାଙ୍ଗକୁ କରା ମାଡ଼ ହୋଇଥିବା ସୂଚନା ମିଳିଛି। ତେବେ ବର୍ଷା ଯୋଗୁଁ ଫସଲ କ୍ଷତି ହେବାର ସମ୍ଭାବନା ରହିଥିବା ଯୋଗୁଁ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି। ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ର ମଧ୍ୟ ସୂଚନା ମିଳିଛି। ସେହିପରି ତାପମାତ୍ରାରେ ୪ ଡିଗ୍ରୀ ହ୍ରାସ ପାଇଛି। ବ୍ୟୁରୋ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.