ବଲାଙ୍ଗିର :-
ବଲାଙ୍ଗିର ଜିଲ୍ଲା, ଲାଠୋର ପୋଲିସ ଥାନା ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ । ଏଠାରୁ ହଜାର ହଜାର ଦାଦନ ଶ୍ରମିକ ବାହାର ରାଜ୍ୟ କୁ ଚାଲାଣ ହେଉଛନ୍ତି । ପୋଲିସ ନିରିହ ଦାଦନ ସରଦାର ଙ୍କର ଉପରେ ଦାଉସାଧୁଛି କିନ୍ତୁ ଵଡଵଡିଆ ସରଦାରଙ୍କୁ ଙ୍କ ପାଇଁ ସବୁ ମାଫ ।
ନିରୀହ ଦାଦନ ସରଦାର ଉପରେ ଵାରମ୍ଵାର ଦାଉସାଧୁଛି ଲାଠୋର ପୋଲିସ ।ବଲାଙ୍ଗୀର ଏସପି ଓ ବଲାଙ୍ଗୀର ଜିଲ୍ଲାପାଳ ଆଗାମୀ ଦିନରେ ଦାଦନ ଶ୍ରମିକଙ୍କ ଚାଳଣା ଉପରେ ରୋକ ନ ଲଗାନ୍ତି ତେବେ ଆଗାମୀ ଦିନରେ କରୋନା ମହାମାରୀ ପରି ମହାମାରୀ ରେ ଅନେକ ନିରିହ ଦାଦନ ଶ୍ରମିକ ଙ୍କଗତବର୍ଷ ଭଲି ଜୀବନ ଯାଇପାରେ। ଵୋଲି ଅନୁମାନ କରାଯାଉଛି।ଏଥିପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦାୟୀ ରହିବେ ବୋଲି ଜନସାଧାରଣ ରେ ହୋଉ ଛି ଅଭିଯୋଗ, ଏହା ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାଜୋର ଧରିଛି।
ବଲାଙ୍ଗିର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ
