ଧାମନଗର :-
ମୋ ଓଡିଶା ଏବଂ ଜୀବନବିନ୍ଦୁ ଆନୁକୂଲ୍ୟରେ ଗୋବିନ୍ଦପୁରଠାରେ ରେ ଅନୁଷ୍ଠିତ ରକ୍ତଦାନ ଶିବିର l ମୁଖ୍ୟ ଅତିଥି ଭାବେ ଧମାନଗର ପଂଚାୟତ ସମିତି ଅଧଃକ୍ଷ ଅଶୋକ କୁମାର ନାୟକ,ସମ୍ମାନିତ ଅତିଥି ଭାବେ ବରିଷ୍ଠ ନେତୃତ୍ୱ ତଥା ବିଜୁ ଜନତା ଦଳର ଭଦ୍ରକ ଜିଲ୍ଲା ସାଧାରଣ ସମ୍ପାଦକହରେକୃଷ୍ଣ ପାଢ଼ୀ, ପ୍ରଦୀପ କୁମାର ମଲ୍ଲିକ,ଗୋବିନ୍ଦପୁର ପଂଚାୟତ ର ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ମହାକୁଡ଼,ଯୁବ ସଭାପତି ଭାରତ ବିଜୟ ଦଳାଇ,ବ୍ଲକ ସଭାପତି ଶ୍ରୀଯୁକ୍ତ ଉମେଶ ମହାନ୍ତି,ଛାତ୍ର ସଭାପତି ତୁଷାର କ୍ରାନ୍ତି ମହାପତ୍ର,ନଗର ସଭାପତି ସୁଶାନ୍ତ ରାଉତ,ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ସୁଶାନ୍ତ ପଣ୍ଡା,ପୂର୍ବତନ କଲ୍ୟାନି ସରପଞ୍ଚ ଚନ୍ଦ୍ରମଣି ବେହେରା ,ଗୋବିନ୍ଦପୁର ପଂଚାୟତ ପ୍ରଭାରୀ ବିଦ୍ୟାଧର ରାଉତ,ପୂର୍ବତନ ନଗର ସଭାପତି ଶରତ ଚନ୍ଦ୍ର ମହାନ୍ତି,ଯୁବ ଉପସଭାପତି ରାକେଶ କୁମାର ପତି, ଛାତ୍ର ଉପସଭାପତି ରବୀନ୍ଦ୍ର କୁମାର ମହାକୁଡ଼,ପଂଚାୟତ ଯୁବ ସଭାପତି ଅର୍ଜିତ ଦାସ,ଯୁବ ସାମ୍ବାଦିକ ଦୀପକ ସେନ,ଅକ୍ଷୟ କୁମାର ଦାସ,ଧନେଶ୍ୱର ଦାସ,ଶିଶିର ରଞ୍ଜନ ଦାଶ,ବିକାଶ କୁମାର ପତି, ଦୀପକ ମହାପାତ୍ର,ସୁନୀଲ କୁମାର ଦାସ,ବିକାଶ କୁମାର ସାହୁ,ତପନ କୁମାର ପ୍ରଧାନ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ.ଧାମନଗର ରୁ କାହ୍ନୁ ଚରଣ ଜେନାଙ୍କ ରିପୋର୍ଟ
