Type Here to Get Search Results !

ତେଲ ନଦୀ ପୋଲ ତଳେ ନବଜାତ ଶିଶୁର ମୃତଦେହ !


ବଲାଙ୍ଗୀର :-

ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ତୁଷୁରା ତେଲନଦୀ, ବଲାଙ୍ଗୀର ଜିଲ୍ଲାର ତୁଷୁରା ପୁଣି ଚର୍ଚ୍ଚାରେ ତୁଷୁରା ତେଲ ନଦୀ । ଆଜି ତେଲ ନଦୀ ପୋଲ ତଳେ ଏକ ନବଜାତ ଶିଶୁର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ ନବଜାତ ଶିଶୁକୁ କେହି ଜଣେ ନଦୀ ତଳକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଚର୍ଚା ଜୋର ଧରିଛି। ଶିଶୁର ଗୋଡରେ ସରକାରୀ ନବଜାତକ ଟ୍ୟାଗ୍‌ ମଧ୍ୟ ଲାଗିଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣା ସ୍ଥଳରେ ତୁଷୁରା ପୋଲିସ ପହଞ୍ଚିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ନଦୀ ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.