Type Here to Get Search Results !

ସମାଜସେବୀମାନଙ୍କ ଦ୍ଵାରା କାଲାମଙ୍କ ଜନ୍ମ ଜୟନ୍ତୀ ପାଳନ


ଧାମନଗର :-

               ପୂର୍ବତନ ରାଷ୍ଟ୍ରପତି, ଭାରତ ରତ୍ନ ତଥା ମିସାଇଲ ମେନ ସ୍ବର୍ଗତ ଏପିଜେ ଅବଦୁଲ କାଲାମଙ୍କ ଜନ୍ମ ଜୟନ୍ତୀ ଦିବସ ଅବସରରେ ଆଜି ଧାମନଗର ଵିଜ୍ଞାପିତ ପରିସରରେ ଅବଦୁଲ କାଲାମଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସମାଜସେବୀ ଯୁବକମାନେ। ତାଙ୍କର ଜିବନ ପ୍ରଣାଳୀ ସମ୍ପର୍କରେ ମନେ ପକାଇ ଏହି ଦୀନ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ସରୋଜ କୁମାର ପରିଡ଼ା, ଶକ୍ତିଦତ୍ତ ଦାଶ ଙ୍କ ସମେତ ଅନ୍ୟ ସାଥି ମାନେ ଉପସ୍ଥିତ ଥିଲେ. ଏହାବ୍ୟତୀତ ଧାମନଗର ବ୍ଲକ ଥିବା ବିଭିନ୍ନ ସ୍ଥାନରେ ତାଙ୍କର ଜନ୍ମଦିନ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା । ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.