Type Here to Get Search Results !

ରାମକୃଷ୍ଣ ବାଳାଶ୍ରମ ଦ୍ଵାରା ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ



ଭୁବନେଶ୍ୱର :-

ଗତକାଲି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ୭୫ ତ୍ତମ ଜନ୍ମ ଦିନ ଅବସରରେ ରସୁଲଗଡ଼ ସ୍ଥିତ ରାମକୃଷ୍ଣ ବାଳାଶ୍ରମ ପରିସରରେ କୁନି ଶିଶୁ ମାନଙ୍କ ଦ୍ଵାରା କେକ୍ କଟାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା।  ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀ ର ଉପସଭାପତି ଶାଶ୍ଵତ ଅନୁରାଗ୍ ସାହୁ (ଶୁଭମ୍) କୁନି କୁନି ଶିଶୁ ମାନଙ୍କ ମଧ୍ୟରେ ଚକୋଲେଟ ବାଣ୍ଟିଥିଲେ ଓ ତାଙ୍କ ସହ କିଛି ସମୟ ଅତିବାହିତ କରିଥିଲେ।  କୁନି କୁନି ଶିଶୁ ମାନେ ମାନେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇଲେ ଓ ତାଙ୍କ ଦୀର୍ଘାୟୁ କାମନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସାର୍ଥକ ନାୟକ,ଓ ବାଳାଶ୍ରମ ଅନ୍ୟାନ୍ୟ ଅନ୍ତେବାସୀ ଉପସ୍ଥିତ ରହିବା ସହିତ ଏହି କାର୍ଯ୍ୟକ୍ରମ ରେ ସାମିଲ୍ ହୋଇଥିଲେ। ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.