ଭୁବନେଶ୍ୱର :-
ଅନିୟନ୍ତ୍ରିତ ହୋଇ ପଡିଛି ତୈଳଦର। ଦିନକୁ ଦିନ ଲଗାମ ଛଡା ହୋଇ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏନେଇ ଜନ ସାଧାରଣ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବା ବେଳେ କେନ୍ଦ୍ର ସରକାର ହାତ ଟେକି ଦେଇଛନ୍ତି। ସେପଟେ ତୈଳ ଦର ବୃଦ୍ଧି ସକାଶେ ବସ୍ ମାଲିକ ନୟାନ୍ତ ହୋଇ ପରିଶେଷରେ ବସ୍ ଭଡା ବୃଦ୍ଧି କରିଛନ୍ତି । ତେବେ କଣ ରହିଛି ବସ୍ ଭଡା ଆସନ୍ତୁ ଦେଖିବା :-
🔴ସାଧାରଣ ବସ୍ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି
🔴ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୯୩ ପଇସାରୁ ୯୬ ପଇସାକୁ ବୃଦ୍ଧି
🔴ଡିଲକ୍ସ ଭଡ଼ା ୧.୨୯ରୁ ୧.୩୫ ପଇସାକୁ ବୃଦ୍ଧି
🔴AC ଡିଲକ୍ସ ୧.୫୭ରୁ ୧.୬୩ ପଇସାକୁ ବୃଦ୍ଧି
🔴ସୁପର ପ୍ରିମିୟମ ୨.୪୪ ପଇସାରୁ ୨.୫୩ ପଇସାକୁ ବୃଦ୍ଧି
ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ
