Type Here to Get Search Results !

ମୃତ ସିକ୍ୟୁରିଟି କର୍ମଚାରୀ ଙ୍କୁ ସହଯୋଗ

 

ତାଳଚେର :-

ଜଗନ୍ନାଥ କୋଇଲା ଖଣିରେ ଧ୍ରୁବଚରଣ ପ୍ରଧାନ ସିକ୍ୟୁରିଟ ଗାର୍ଡ ଭାବରେ କାର୍ଯ୍ୟ କରି ଆସୁ ଥିଲେ । ସେ କିଛି ଦିନ ହେଲା କ୍ୟାନ୍ସର ରୋଗରେ ପୀଡିତ ଥିଲେ l ଗତ କାଲି ଅପରାହ୍ନ ରେ ତାଙ୍କର ମୃତ୍ୟୁ ହୋଇଛି l ଆଜି ଜଗନ୍ନାଥ ଜିଏମ ଅଫିସ ଠାରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ସହଯୋଗରେ,ବିଜେପି ର ବରିଷ୍ଠ ନେତା ତଥା ମା ହିଙ୍ଗୁଳା ସିକ୍ୟୁରୀଟି ସଂଘର ସଭାପତି ନିରଞ୍ଜନ ପ୍ରଧାନ , ଡେରା ଗ୍ରାମପଞ୍ଚାୟତର ସମିତି ସଭ୍ୟ ତଥା ବିଜେପିର ଯୁବ ନେତା ଓ ଶ୍ରୀରାମ ସେବା ଟ୍ରଷ୍ଟ ସଭାପତି ଗୀତିଶି ପ୍ରଧାନଙ୍କ ସହଯୋରେ,ଜଗନ୍ନାଥ କୋଇଲା ଖଣର ପିଓ, ଭୁବନେଶ୍ୱରୀ କଇଲା ଖଣିର ଜିଏମ ଙ୍କ ସହ ଆଲୋଚନା କରି l ମୃତ୍ୟୁ କଂ ପରିବାରକୁ ସୁଧୀ କ୍ରିୟା ପାଇଁ ୫୦ହଜାର ଟଙ୍କା ସହ ତାଙ୍କ ପୁଅ ଗଣପତି ପ୍ରଧାନ କୁ ସିକ୍ୟୁରୀଟି କାର୍ଯ୍ୟ ରେ ନିଯୁକ୍ତି ଦିଆଗଲା ।

ଅନୁଗୁଳ ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ




Post a Comment

0 Comments
* Please Don't Spam Here. All the Comments are Reviewed by Admin.