Type Here to Get Search Results !

ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

 

ଭଦ୍ରକ :-

ଭଦ୍ରକ ସିଭିଲ କୋର୍ଟ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଶିଶିର କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଲୋକ ଅଦାଲତ ରେ ବିଭନ କୋର୍ଟ ର ବିଚାରପତି ମାନେ ନିଜ ନିଜ କୋର୍ଟ ରେ ରହି ମାମଲା ଗୁଡିକ ର ଫଇସଲା କରିଥିଲେ। ତେବେ ଏହି ଲୋକ ଅଦାଲତ ରେ ମୋଟର ଦୁର୍ଘଟଣା, ଚେକ ବାଉନ୍ସ, ବେଙ୍କ ଋଣ ଖିଲାପ ସହିତ ବିଭନ ସିଭିଲ ଓ କ୍ରିମିନାଲ ମାମଲା ଗୁଡିକର ଫଇସଲା କରାଯାଇ ଥିଲା ଏବଂ ଏଥିରେ ମାମଲା ବିଚାର କରାଯାଇ ଫାଇନ ଆଦାୟ କରାଯାଇଥିଲା। ଏହି ଲୋକ ଅଦାଲତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ସମାପିକା ମହାନ୍ତି ପରିଚାଳନା କରିଥିଲେ।

ଭଦ୍ରକ ରୁ ସେଖ ଅବଦୁଲ ଫିତର ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.