Type Here to Get Search Results !

ବଜ୍ରାଘାତ ରେ ଦୁଇ ଚାଷୀ ମୃତୁ

 


ପାଟଣ :-

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖିରେଈଟାଙ୍ଗିରି ପଂଚାୟତ ଡଳଙ୍ଗ ଗ୍ରାମରେ ଆଜି ଅପରାହ୍ନ 3. 30ମିନିଟ ସମୟରେ ହଠାତ ବଜ୍ରପାତ ହେବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି ମୃତକ ଦୁଇଜଣ ହେଲେ ଡଳଙ୍ଗ ଗ୍ରାମର ଇଶ୍ୱର ଚନ୍ଦ୍ର ବାରିକ (48)ଓ ଚନ୍ଦ୍ରଶେଖର ମହାନ୍ତ (45) ସୂଚନାରୁ ପ୍ରକାଶ ବିଲରୁ ତଳି ପକାଇ ଘରକୁ ଫେରୁଥିବା ସମୟରେ ବଜ୍ରପାତରେ ଶିକାର ହୋଇଥିଲେ ଏହାଜାଣି ପରିବାର ଲୋକ ତୁରୁମୁଙ୍ଗା ଥାନା କୁ ଜଣାଇଥିଲେ ଖବର ପାଇ ତୁରୁମୁଙ୍ଗା ଅଧିକାରୀ ଘଟଣାସ୍ଥଳରେ ପହଂଚି ଉଭୟ ମୃତଦେହ ଜବତ୍କରି କେନ୍ଦୁଝର ମୁଖ୍ୟଚିକିତ୍ସାଳୟ କୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଦୁଇଚାଷୀଙ୍କ ମୃତ୍ୟୁରେ ଡଳଙ୍ଗ ଗ୍ରାମରେ ଶୋକରଛାୟା ଖେଳିଯାଇଛି 

କେନ୍ଦୁଝର ପାଟଣା ରୁ ଅନିରୁଦ୍ଧ ନାଏକଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.