ତାଳଚେର :-
ଆଜି ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା ଙ୍କ ନିକଟରେ କରୋନା ମହାମାରୀ କବଳରୁ ରକ୍ଷା କରିବା ନିମନ୍ତେ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ପରିସରରେ ହେଉଥିବା ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କରିଥିଲେ ଏବଂ ହିଙ୍ଗୁଳା ଖଣିର ଟ୍ରକ ମାଲିକ ସଂଘର ସଦସ୍ୟ ଙ୍କ ସହିତ ମହାମାରୀ ସମୟରେ ସମାଜର କଲ୍ୟାଣ ନିମନ୍ତେ ସହଯୋଗ କରିବା ପାଇଁ ଆଲୋଚନା କରିଛନ୍ତି। ଅନୁଗୋଳ ଜିଲ୍ଲା ତାଳଚେର ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ