କଟକ :-
ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ ପରୀକ୍ଷା ଫଳ । ସନ୍ଧ୍ୟା ୬ଟାରେ ୱେବସାଇଟରେ ଉପଲବ୍ଧ ହେବ ପରୀକ୍ଷା ଫଳ ।
📌ଆସନ୍ତାକାଲି ପ୍ରକାଶ ପାଇବ ଏବର୍ଷର ମାଟ୍ରିକ୍ ପରୀକ୍ଷା ଫଳ
📌କଟକ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ଫଳ
📌ସଂଧ୍ୟା ୬ଟାରୁ ୨ଟି ୱେବ୍ସାଇଟ୍ରେ ଉପଲବ୍ଧ ହେବ ପରୀକ୍ଷା ଫଳ
📌bseodisha.ac.in ଓ http://bseodisha.nic.in ରେ ମିଳିବ ଫଳ
📌SMS ମାଧ୍ୟମରେ ବି ପରୀକ୍ଷାଫଳ ପାଇପାରିବେ ପରୀକ୍ଷାର୍ଥୀ, OR01 <Space> Roll No ଲେଖି 5676750କୁ SMS ପଠାଇବାକୁ ହେବ
📌ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ
ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ