Type Here to Get Search Results !

ବିପୁଳ ପରିମାଣର ଡିଜେଲ ଜବତ୍, ଜଣେ ଗିରଫ

 


ଲଖନପୁର :-

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଡ଼ାଲୋଇ ଠାରେ ବିପୁଳ ପରିମାଣର ଡିଜେଲ ଜବତ୍ କରିଛି ଲଖନପୁର ପୋଲିସ। MCL କ୍ଷେତ୍ର ରୁ ଗାଡ଼ି ମାନଙ୍କରୁ ଡିଜେଲ ଚୋରି ଅଭିଯୋଗ ବାରମ୍ବାର ଆସୁଥିବା ବେଳେ ଆଜି SDPO ଶ୍ରୀ ନିର୍ମଳ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ କୁଡାଲୋଇ ଅଞ୍ଚଳର ଶଙ୍କର ଲାଲ ଅଗ୍ରୱାଲ ଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣର ଡିଜେଲ ଜବତ୍ କରିବା ସହ ଶଙ୍କର ଙ୍କୁ ଗିରଫ କରିଛି। ତେବେ କେବଳ ଶଙ୍କର ନା ଆଉ କେହି ମଧ୍ୟ ଏଥିରେ ସଂପୃକ୍ତ ଅଛନ୍ତି ତାହା ପୋଲିସ ର ଆଗାମୀ ତଦନ୍ତ ପରେ ଜଣାପଡ଼ିବ। ଝାରସୁଗୁଡ଼ା ଲଖନପୁର ରୁ ସମୀର ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.