ତାଳଚେର :-
ସୁନାଖଣି ଠାରେ ବିସ୍ଥାପିତ ନୂଆ ବଲଣ୍ଡା ଗ୍ରାମବାସୀଙ୍କୁ କୈାଣସି ପ୍ରକାର ମୋୖଳିକ ସୁବିଧା ଯୋଗାଇ ନଥିବାରୁ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ଅନୁଗୁଳ ଜିଲ୍ଲାପାଳ ଏବଂ ଜମି ଅଧିଗ୍ରହଣ ଅଧିକାରୀ ଙ୍କ ଆଲୋଚନା କରି ତୁରନ୍ତ ଗ୍ରାମବାସୀ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି ଉପସ୍ଥାପନ କରିଛନ୍ତି। ଅନୁଗୋଳ ଜିଲ୍ଲା ତାଳଚେର ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ