Type Here to Get Search Results !

ଓଡ଼ିଶା କୁ ଫେରିଲା ଲକ୍ ଡାଉନ୍ !!

 

ଭୁବନେଶ୍ୱର :-

ସଂପ୍ରତି ଓଡ଼ିଶା ରେ କରୋନା ର ଭୟାବହ ସଂକ୍ରମଣ କୁ ଆଖି ଆଗରେ ରଖି ଆଜି ରାଜ୍ୟସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ପ୍ରଥମ ୧୫ ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୫ ତାରିଖ ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହି ମେ ମାସରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସ୍ବାସ୍ଥ୍ୟ ସେବା ତଥା ଜରୁରୀ ସେବା କୁ ଛାଡ଼ି ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଏଠି ନିର୍ଦ୍ଦେଶ ରହିଛି।

 ଏହା ଛଡ଼ା ସକାଳ ୬ ରୁ ଦିନ ୧୨ ଟା ପର୍ଯ୍ୟନ୍ତ ପନିପରିବା ଓ ରାସନ ସାମଗ୍ରୀ କିଣା କିଣି ପାଇଁ ଚାଲି ଚାଲି ଯାଇ କିଣିବା ପାଇଁ କୁହା ଯାଇଛି। ସପ୍ତାହ ନ୍ତ ସଟ୍ ଡାଉନ୍ ଏବଂ ନାଈଟ କର୍ଫ୍ୟୁ ଏହି ସମୟରେ ବଳବତ୍ତର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.