Type Here to Get Search Results !

ସମ୍ମାନ ସହିତ ଶବ ସତ୍କାର କଲ। ବଲାଙ୍ଗୀର ସ୍ୱେଚ୍ଛାସେବୀ "ମାନଵ ସେଵା ମାଧଵ ସେଵା"

 


ବଲାଙ୍ଗିର :-

 ସ୍ଥାନୀୟ ହାତୀଶାଳ ପଡା ଶ୍ରୀରାମନଗର ନିବାସି ପଞ୍ଚଫୁଲ ବେହାରା ବଲାଙ୍ଗୀର ସ୍ଥାନୀୟ ବାସଭବନଠାର (75)ବୟସ ରେ ତାଙ୍କ ଙ୍କ ଦେହାନ୍ତ ହୋଇଗଲା .. କୋରୋନା ଭୟରେ ପାଖକୁ କେହି ଆସିନ ଥିଲେ ତାଙ୍କୁ ଶବ ସତ୍କାର ପାଇଁ ,କେଵଳ ତାଙ୍କ ପୁତ୍ର ଧ୍ରୁବ ବେହେରାଥିଲେ ଓ ଅସହାୟ ର ବନ୍ଧୁ ସାଜି ମଣିଷତ୍ୱ ଦେଖାଇ ସହଯୋଗ ର ହାତ ବଢ଼ାଇ ଥିଲା ଆମ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ଓ ସଂଗଠନ ର ସନ୍ତୋଷ ପଟ୍ଟନାୟକ ,ଗୋବିନ୍ଦ ଶତପଥି , ସନ୍ଦୀପ ବାଗ , ଦେବରାଜ ମହାନନ୍ଦ ,ଅବିନାଶ ପଣ୍ଡା , ପାର୍ଥ କରଣ , ଦେବରାଜ ନାଗ , ବାବୁଲା ବେହେରା , ବାହାରିକି ଶବ ସତ୍କାର ପାଇଁ ପି ପି ଇ କୀଟ ପିନ୍ଧି ଶବ ସତ୍କାର କରିବାକୁ ଯାଇ 

ସ୍ଥାନୀୟ RTO ଛକ ସ୍ଥିତ ସ୍ମଶାନ ଠାରେ ଦିନ ତମାମ ଶବ ସତ୍କାରକରିଥିଲେ...ଓ ସେଠି ତାଙ୍କ ପୁତ୍ର ଧ୍ରୁବ ବେହେରା ତାଙ୍କୁ ମୁଖାଗ୍ନି ଦେଇଥିଲେ ।


ଅସହାୟ ଙ୍କ ପ୍ରକୃତ ବନ୍ଧୁ ,ଆମ ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ।ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.