Type Here to Get Search Results !

କଟକରେ କମିଶନରେଟ ପୋଲିସର ଏନ୍‌କାଉଣ୍ଟର

 

ଭୁବନେଶ୍ୱର / କଟକ :-

କଟକରେ କମିଶନରେଟ ପୋଲିସର ଏନ୍‌କାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ବାବୁକୁ ଏନ୍‌କାଉଣ୍ଟର କଲା ପୋଲିସ ।

ବାବୁର ଗୋଡ଼ରେ ବାଜିଛି ଗୁଳି, କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି । ବାବୁ ନାଁରେ ରହିଛି ଏକାଧିକ ଆପରାଧିକ ମାମଲା 

ବାରଙ୍ଗ-ଚନ୍ଦକା ରାସ୍ତାରେ ଏନ୍‌କାଉଣ୍ଟର ପରେ ବନ୍ଧୁକ ଓ ଗୁଳି ଜବତ । କୁଖ୍ୟାତ ଅପରାଧୀ ସକିଲର ସହଯୋଗୀ ଶେଖ ବାବୁ । ଶେଖ ବାବୁ ନାଁରେ ରହିଛି ବହୁ ଆପରାଧିକ ମାମଲା | ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ମାମଲାରେ ଫେରାର ଥିଲା ବାବୁ। ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.