କଟକ :-
ଆଜି ରାଜ୍ୟରେ ମେଟ୍ରିକ୍ ପରୀକ୍ଷା କୁ ନେଇ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦାସ ଙ୍କ ଦ୍ଵାରା ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରା ଯାଇଛି। ଏ ବର୍ଷ ମ୍ୟାଟ୍ରିକ ପରୀକ୍ଷା କୁ ରାଜ୍ୟ ଗଣଶିକ୍ଷା ବିଭାଗ ଦ୍ଵାରା ବନ୍ଦ କରାଯାଇଛି। କୋରୋନା ମହାମାରୀ ପାଇଁ ପୂର୍ବରୁ CBSE ତରଫରୁ ମ୍ୟାଟ୍ରିକ ପରୀକ୍ଷା ବନ୍ଦ କରାଯାଇଥିବା ବେଳେ ଆଜି ରାଜ୍ୟ ସରକାର ଙ୍କ ଦ୍ଵାରା ମଧ୍ୟ ଏହା ଲାଗୁ କରାଯାଇଛି। ଏଥିସହ ମଦ୍ରାସା ବୋର୍ଡ ର ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି।
ବ୍ୟୁରୋ ରିପୋର୍ଟ