Type Here to Get Search Results !

ଘନଶ୍ୟାମ ହେମଲତା ବିଦ୍ୟା ମନ୍ଦିର ପ୍ରତିଷ୍ଠାତା ଙ୍କ ଜନ୍ମ ଦିବସ ପାଳନ

 

ଝାରସୁଗୁଡ଼ା :-

ଝାରସୁଗୁଡ଼ା ଜିଲ୍ଲା ର ପ୍ରତିଷ୍ଠିତ ବିଦ୍ୟାଳୟ ଘନଶ୍ୟାମ ହେମଲତା ବିଦ୍ୟା ମନ୍ଦିର ସଂସ୍ଥାପକ ଶ୍ରୀଯୁକ୍ତ ଘନଶ୍ୟାମ ଜେନା ଙ୍କ ୯୦ ତମ ଜନ୍ମ ଦିବସ ବିଦ୍ୟାଳୟ ରେ ପାଳନ ହୋଇଯାଇଛି । ଏହି ଅବସରରେ ଖିଦମତ କମିଟି ନିର୍ଦ୍ଦେଶକ ମହମ୍ମଦ ନାସିର , ସହ ନିର୍ଦ୍ଦେଶକ ଏସ କେ କଲିମ ଅତିଥି ରୂପେ ମଞ୍ଚ ଗ୍ରହଣ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସଂଯୁକ୍ତା ଦାଶ ସଭା ପରିଚାଳନା କରିଥିଲେ। ଏଥିରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। କୋଭିଡ଼ ନିୟମ ଅନୁଯାୟୀ ଏହି ସଭା ଆୟୋଜନ କରାଯାଇଥିଲା। 

ଝାରସୁଗୁଡ଼ା ରୁ ସୁରେଶ୍ କଲତା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.