ଝାରସୁଗୁଡା :
ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂତନ କମିଟି ଙ୍କୁ ସମ୍ବର୍ଦ୍ଧନା ସଭା କରାଯାଇଥିଲା l ପ୍ରକାଶଥାଉ କି ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଙ୍କ ନେତୃତ୍ୱ ରେ କଂଗ୍ରେସ କିପରି ସଂଗଠିତ ହେବ ଏବଂ କଂଗ୍ରେସ କୁ ଆଗକୁ ନେବାପାଇଁ ନବନିଯୁକ୍ତ ଜିଲ୍ଲା କମିଟି ଘୋଷିତ କରାଯାଇଥିଲା, ତା:28/01/2026 ରିଖ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ କରାଯାଇଥିଲା,,ଯେପରିକି ନୂତନ ନିର୍ବାଚିତ ଅଧିକାରୀ ଓ କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା ଦେଇ କଂଗ୍ରେସ ଦଳ କିପରି ସଂଗଠିତ ହୋଇ ହୋଇ ସାଧାରଣ ଜନତା ଙ୍କ ସ୍ୱର ପାଲଟିବ ସେଥିପ୍ରତି କଂଗ୍ରେସ ଦଳ ଗୁରୁତ୍ୱ ଦେବ ବୋଲି ଜିଲ୍ଲା ସଭାପତି ଜୀବନ ସାର୍ଥକ କହିଛନ୍ତି ତା ସହିତ ଆସନ୍ତା ନିର୍ବାଚନ ମାନଙ୍କରେ ଦଳ ନିଶ୍ଚିତ ଭଲ ପ୍ରଦର୍ଶନ କରିବ ବୋଲି ଆଶାପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଝାରସୁଗୁଡା ଜିଲ୍ଲା ସଭାପତି ଜୀବନ ସାର୍ଥକ ବ୍ୟତୀତ ପୂର୍ବତନ ସଭାପତି ଭରତ ଅବସ୍ତି,ଜିଲ୍ଲା କୃଷକ କଂଗ୍ରେସ ସଭାପତି ଲିଙ୍ଗରାଜ ବଢ଼େଇ, ୱାରିଶ ଚାଚା, INTUC ଜିଲ୍ଲା ସଭାପତି ଘନଶ୍ୟାମ ବାରିକ ସଂମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ନବନିଯୁକ୍ତ କମିଟି ଅନୁଯାୟୀ ଉପ ସଭାପତି ଭାବରେ ମନମୋହନ ଝା, ରାଜେଶ ଶୁକ୍ଲା, ଭାଗିରଥି ପାତ୍ର, ଅଲେଖ କୁମାର, ପ୍ରକାଶ ସିଂଦେଓ, ସୁମିତ୍ରା ପେରେ, ରିୟାଜ଼ ହୁସେନ, ସାଧାରଣ ସମ୍ପାଦକ ଭାବରେ ମନୀଷ ବାଜପେୟୀ, ସତ୍ୟ ମହାନ୍ତି, ସଲିମ ଖାନ, ସିଦ୍ଧାର୍ଥ ପତଯୋଶୀ ସୁଖଦେବ ବାଗ, କୋଷାଧକ୍ଷ ଶୈଳେଶ ଅବସ୍ତି, ସମ୍ପାଦକ ଭାବରେ କାଜଲ ଘୋଷ, ମଦନ ସିଂ, ଦେବେନ୍ଦ୍ର ସ୍ୱାଇଁ, ପବିତ୍ର ଓରାମ, ସୁକାନ୍ତ ପଟେଲ, ସଲିମ ପଟେଲ, ଦୀପକ ସାହୁ, ଫୁଲେନ୍ଦ୍ର ଗାର୍ଡିଆ, ତନୟା କୁସୁମ, ମନୋଜ ଜୟପୁରିଆ, ଦେବେନ୍ଦ୍ର ବାରିକ, ସୁନୀଲ ପାଢ଼ୀ, ଦୁଃଖବନ୍ଧୁ ପାନ, ଅର୍ଜୁନ ନାୟକ, ଜଗଦିଶ ପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଭରତ ଅବସ୍ତି,ଅଶୋକ ମିଶ୍ର, ସିଆରମ ଦାସ, ପ୍ରଶାନ୍ତ ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ଭୋଇ, ଛେଦି ପୱେର ଶୁକ୍ଲା, ପ୍ରମୋଦ ପଣ୍ଡା, ଆଲୋକ ପଣ୍ଡା, ବ୍ରିଜେଶ ଶର୍ମା, ଅଲମୁଦ୍ଧିନ ୱାରସି, ସୁବ୍ରତ ପ୍ରଧାନ, ମାନବ ଘୋଷ, ଲଷ୍ମୀ ନିବାସ ଖେତlନ, ଝାରସୁଗୁଡା ନଗର ସଭାପତି ଦେବାନନ୍ଦ ବାରିକ, ବ୍ରଜରାଜନଗରନଗର ସଭାପତି ଆର୍ତ୍ତତ୍ରାଣ ବେନିଆ, ବେଲପାହାଡ ନଗର ସଭାପତ ଭାସ୍କର ପଟେଲ, ଝାରସୁଗୁଡା ବ୍ଲକ ସଭାପତି ଡୋଳାମଣି ମହାନନ୍ଦ, ଲଖନପୁର ବ୍ଲକ ସଭାପତି ନୃପଲାଲ ନାୟକ, କୋଲାବିରା ବ୍ଲକ ସଭାପତି ପୂଜା ନାୟକ, କିର୍ମିରା ବ୍ଲକ ସଭାପତି ଧିରେନ ବିଶ୍ୱାଳ, ଲଇକେରା ବ୍ଲକ ସଭାପତି ସୁରେଶ ଯଇପୁରିଆ, ଏବଂ ଜିଲ୍ଲା ପ୍ରବକ୍ତା ବା ମୁଖପାତ୍ର ଭାବରେ ଦେବେଶ ପଣ୍ଡା ଙ୍କୁ ନିଯୁକ୍ତି ଦିଆଗଲା

