Type Here to Get Search Results !

ଶ୍ରୀରାମ ନବମୀ ଅବସରରେ ବୃକ୍ଷ ରୋପଣ


କୁଜଙ୍ଗ :-

ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ପଂଚାୟତ ରେ ଶ୍ରୀରାମ ନବମୀ ର ପବିତ୍ର ଦିନରେ " ଗ୍ରୀନ ଶିକ୍ଷା ଫାଉଣ୍ଡେସନ" ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପଣ୍ଡିତକୋଠା ସ୍ତିତ ବିଜୟା କ୍ଲବ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିବେଶ ସ୍ୱଛତା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଫାଉଣ୍ଡେସନ ର ସଦସ୍ୟ ରଘୁନାଥ ବେହେରା, ଅମିତ ପ୍ରସାଦ ମଲ୍ଲ, ଉତ୍କଳ କୁମାର ମହାପାତ୍ର, ମୃତ୍ୟୁଞ୍ଜୟ ସାହୁ,ବିକାଶ ମୁଦୁଲି, ପ୍ରତ୍ୟୁଷ ମହାରଣା, ସତ୍ୟଜିତ ନାୟକ, ରୁଦ୍ର ନାରାୟଣ ସାହୁ, କେଦାର ସାହୁ, ଏବଂ ସୌମ୍ୟ ରଞ୍ଜନ ନାଥ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।ଏହି ବୃକ୍ଷ ରୋପଣ ପରି ସାମାଜିକ କାର୍ଯ୍ୟକୁ ଗ୍ରାମବାସୀ ମାନେ ଉଚ୍ଚ ପ୍ରଶଂସା କରିଥିଲେ।

ଜଗତସିଂହପୁର କୁଜଙ୍ଗ ରୁ କୈଳାସ ବେହେରା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.