ବାସୁଦେବପୁର :-
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁରେଶ୍ୱରପୁର ଗ୍ରାମର ଆଦିକନ୍ଦ ମହାକୁଡ଼ ଘର ତିନି ପୁଅ ଗୋଟାଏ ଝିଅ ସୁଖ କଷ୍ଟ ର ସଂସାର ପରିବାର ଚଳାଇବା ପାଇଁ ଅସମର୍ଥ ସାନ ପୁଅ ସଞ୍ଜୟ ମହାକୁଡ଼ ଘରର ବୋଝ ସମ୍ବଳିବା ପାଇଁ ବାହାରି ପଡିଲେ ଦାଦନ ଖଟିବାକୁ l ପରିବାର ର ମଙ୍ଗଧରି ଦୀର୍ଘ 4 ବର୍ଷ ହେବ ବାଙ୍ଗାଲୋର ଠାରେ ଏକ ଘରୋଇ କମ୍ପାନୀ ରେ ସିକୁରିଟି ଚାକିରୀ କରିଥୁଲେ ହେଲେ ମାଡି ଆସିଇଥିଲା ଲୋଚି ରହିଥିବା ଦୃଘଟଣା ରେ କଳା ପାହାଡ ସେଦିନ ଥାଏ ନବେମ୍ବର ମାସ ୧୭ ଦୁଇ ହଜାର 24 ତାରିଖ ରାତ୍ର ସମୟରେ ନିଜ ବାଇକରେ ଡିଉଟି ସାରି ରୁମକୁ ଫେରୁଥିବା ସମୟରେ ହଟାତ ଏକ କଣ୍ଟେନର ମାଡିଆସି ମୁହାଁ ମୁହିଁ ଧକ୍କା ଦେଇଥିଲା ଯାହାଫଳରେ ତାଙ୍କୁ ଏତେ ଆଘାତ ଲାଗିଥିଲା ସେଠାରୁ ବାଙ୍ଗାଲୋର ମାଣିପାଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା,ଆକ୍ସିଡେଣ୍ଟ ଏତେ ଜୋରରେ ହୋଇଥିଲା ଯାହା ତାଙ୍କ ଲିଭର ଉପରେ ମାଡ ହୋଇଥିଲା ଯାହାକୁ ନେଇ ଡାକ୍ତରଙ୍କ କହିବା ଅନୁଯାଇ ତାଙ୍କର ଲିଭର ର ଅବସ୍ଥା ସଂଙ୍କାଟାପନ୍ନ ଅଛି ବୋଲି, ତୁରନ୍ତ ଅପରେସନ ପାଇଁ 15 ରୁ 20 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଏହା ଶୁଣି ପରିବାର ଲୋକେ ଭାଙ୍ଗି ପଡିଛନ୍ତି, କାରଣ ଏତେ ଟଙ୍କା କଉଠୁ ଆଣିବେ କହି ଚିନ୍ତାରେ ପୁରା ପରିବାର ମିୟମାଣ ହୋଇ ପଢ଼ିଛନ୍ତି 55 ବର୍ଷୀୟ ବାପା ଆଦିକନ୍ଧ l ଜୀବନ କାଳ ମଧ୍ୟ୍ୟରେ 15 ରୁ 20 ଲକ୍ଷ ଅର୍ଥ ରୋଜଗାର କରି ନଥିବା ପାପ ଆଜି ରାଜ୍ୟ ସରକାର ଓ ଜନସାଧାରଣ ପାଖରେ ଗୁହାରି tro 24 news ମାଧ୍ୟ୍ୟମରେ ତାଙ୍କୁ ସାହାଯ୍ୟ କରନ୍ତେ ସେ ତାଙ୍କ ପୁଅ ଙ୍କୁ ମୃତ୍ୟୁ ମୁଖରୁ ଫେରି ପାଆନ୍ତେ,ନିଶ୍ଚୟ ସେ ଅପେରସନ କରିପାରନ୍ତେ ଯାହାକୁ ନେଇ l ହୋଟେଲ ରେ କାମ କରୁଥିବା ବଡ଼ ଭାଇ ଗୌତମ ରାଜ୍ୟ ସରକାର ଓ ଜନସାଧାରଣଙ୍କୁ ହାତ ଯୋଡି ନିବେଦନ କରିଛନ୍ତି ଯଦି କେହି ସାହାଯ୍ୟର ବଢ଼ାଇବାକୁ ଚାହୁଁ ଛନ୍ତି ଏଇ ବ୍ୟାଙ୍କ ଆକାଉଣ୍ଟ ରେ ସାହାଯ୍ୟ କରିପାରିବେ l
A/c No 35736900278
IFSC CODE SBIN0002014
Goutam Mahakud
ଭଦ୍ରକ ଜିଲ୍ଲାରୁ ଶୁଭ୍ରଜିତ ପାଲଙ୍କ ରିପୋର୍ଟ