Type Here to Get Search Results !

ବ୍ରେକଫାଷ୍ଟରେ ବ୍ରେଡ, ହାର୍ଟ ପାଇଁ କ୍ଷତିକାରକ

 


ସକାଳେ ଖାଉଛନ୍ତି କି ବ୍ରେକ ଫାଷ୍ଟ ରେ ବ୍ରେଡ , ହୋଇ ଜନ୍ତୁ ସାବଧାନ, ହୋଇପାରେ ହାର୍ଟ ଈସୁ । ବ୍ରେକଫାଷ୍ଟ ପାଇଁ ବ୍ରେଡ ଓ ବଟର କିମ୍ବା ଟୋଷ୍ଟ ଖାଇ ଦିନ ଆରମ୍ଭ କରନ୍ତି । ଯଦି ଆପଣ ନିୟମିତ ଭାବେ ବ୍ରେଡ ଖାଆନ୍ତି, ତେବେ ଆପଣ ସମୟ ସମୟରେ ସାବଧାନ ହେବା ଉଚିତ୍, ନଚେତ୍ ଏଥିପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । 

ବ୍ରେଡରେ ବହୁ ପରିମାଣର ଫ୍ୟାଟ ମିଳିଥାଏ । ଯାହା ଆପଣଙ୍କୁ ହାର୍ଟ ସମ୍ବନ୍ଧୀୟ ରୋଗ ଆଡକୁ ନେଇପାରେ । କାର୍ବୋହାଇଡ୍ରେଟ୍ ଏବଂ ସୁଗର ବ୍ରେଡ ମୋଟାପଣର କାରଣ ହୋଇପାରେ । ଯଦି ଆପଣ ଫିଟ୍ ରହିବାକୁ ଚାହାଁନ୍ତି ତେବେ ବ୍ରେଡରୁ ଦୂରେଇ ରୁହନ୍ତୁ । ଏହା ବ୍ୟତୀତ, ଯେଉଁମାନେ ପ୍ରତିଦିନ ବ୍ରେଡ ଖାଉଛନ୍ତି ସେମାନଙ୍କୁ ମଧ୍ୟ ବ୍ଲଡ଼ ସୁଗର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ବ୍ରେଡ ରକ୍ତରେ ସୁଗର ପରିମାଣ ବଢ଼ାଇପାରେ । ଯେଉଁମାନେ ବାରମ୍ବାର ବ୍ରେଡ ଖାଆନ୍ତି ସେମାନଙ୍କୁ ପେଟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ବ୍ରେଡରେ ମିଳୁଥିବା ମଇଦା ଆପଣଙ୍କ ଅନ୍ତନଳୀକୁ ନଷ୍ଟ କରିପାରେ । ତେବେ ବ୍ରେଡ ହଜମ କରିବାକୁ ସମୟ ଲାଗେ । ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ, ଆପଣ ବ୍ରେଡ ବଦଳରେ ଆପଣଙ୍କ ଡାଏଟ୍ ଅନ୍ୟ କିଛି ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ୍ । 

Post a Comment

0 Comments
* Please Don't Spam Here. All the Comments are Reviewed by Admin.