Type Here to Get Search Results !

ଅନ୍ଧାର ଘେରରେ ରାଜପୁର ରେଲୱେ ଓଭର୍ ବ୍ରିଜ୍

ଝାରସୁଗୁଡ଼ା :-

ଝାରସୁଗୁଡ଼ା ଜିଲ୍ଲା ଉପାନ୍ତ ରାଜପୁର - ଜାତୀୟ ରାଜପଥ ୪୯ ନଂ ଜାତୀୟ ରୁ ଦେଇ ଏନ୍.ଟି.ପି.ସି. ଦର୍ଲିପାଲି କୁ ସଂଯୋଗ କରୁଥିବା ଓଭର୍ ବ୍ରିଜ୍ ଏବେ ଅନ୍ଧାର ଘେରରେ । ନାଁ ଜଲୁଛି ଲାଇଟ୍ ନାଁ ଲାଗିଛି ଲାଗିଛି ସତର୍କ ବାର୍ତ୍ତା ବିବରଣୀ । ଦୀର୍ଘ କିଛି ମାସ ପୂର୍ବେ ସମ୍ପୂର୍ଣ୍ଣ ଲାଇଟ୍ ଜଳୁଥିଲା ହେଲେ ଜଳୁଥିଲା କେଉଁଠି ଗୋଟିଏ ଦୁଇଟି ଲାଇଟ୍ ତ ଆଉ କେଉଁଠି ଜଳୁଥିଲା ମିଞ୍ଜି ମିଞ୍ଜି କରୁଥିଲା । ହେଲେ ଆଉ ଏବେ ଆଉ ଜଲୁଛି ନାଁ ଷ୍ଟ୍ରିଟ୍ ଲାଇଟ୍ । କୋଟି କୋଟି ଟଙ୍କାର ଠିକା ଆସିଥିଲେ ମଧ୍ଯ ନିମ୍ନ ମାନର କାର୍ଯ୍ୟ ହେଇଥିବାର ଏଠି ଦେଖା ଦେଇଛି । ସେହି କାମ କୁ ପୁଣି କାର୍ଯ୍ୟଷମ କରିବାକୁ ଚାହୁଁନାହିଁ ରେଲୱେ ବିଭାଗ । ଆଖି ଥାଉ ଥାଉ ଅନ୍ଧ ଏଠି ପ୍ରଶାସନ । ନାଁ କାର୍ଯ୍ୟଷମ କରିପାରୁଛନ୍ତି ସ୍ଥାନୀୟ ସ୍ଥାନୀୟ ନେତା । ଏଠି ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । 





Post a Comment

0 Comments
* Please Don't Spam Here. All the Comments are Reviewed by Admin.