ବେତନଟୀ ରେଞ୍ଜ ତଥା ବ୍ଲକ ଅଧୀନ ସଇତପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରତିରେ ବଣୁଆ ହାତୀପଲ ଗାଁକୁ ପଶିଆସିଆସିଥିଲେ। ଗ୍ରାମର ଯୁଧିଷ୍ଠିର କିସ୍କୁଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଫଳରେ କାନ୍ଥତଳେ ଚାପିହୋଇ ଦୁଇବର୍ଷର ଶିଶୁପୁତ୍ର ଦିବ୍ୟପ୍ରକାଶ କିସ୍କୁର ଶୋଚନୀୟ ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ, ଖାଦ୍ୟ ଅନ୍ୱେଷଣରେ ୭ ଟିକିଆ ହାତୀପଲ ଶୁକ୍ରବାର ବିଳମ୍ବିତ ରାତିରେ ସଇତପୁର ଗାଁକୁ ପଶି ଆସିଥିଲେ।

.jpeg)
