କନଷ୍ଟେବଳ ବିଳମ୍ବରେ କାର୍ଯ୍ୟାଳୟରେ ପହଞ୍ଚିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପାଟିତୁଣ୍ଡ ଏତେ ବଢ଼ିଯାଇଥିଲା ଯେ ରାଗିଯାଇ ଥିଲେ ହାବିଲଦାର । ସେଠାରେ ଥିବା ଗରମ ପାଣି କନେଷ୍ଟେବଳଙ୍କ ଉପରକୁ ଫିଙ୍ଗିଥିଲେ । ଗରମ ପାଣି ପଡ଼ିବାରୁ ସଙ୍ଗେସଙ୍ଗେ ଗୁରୁତର ହୋଇଥିଲେ କନେଷ୍ଟେବଳ । ଗୁରୁତର ଅବସ୍ଥାରେ କନଷ୍ଟେବଳଙ୍କୁ ନେଇ ପିଆର୍ଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି ।