Type Here to Get Search Results !

ସକାଳୁ ସକାଳୁ ଦୁଃଖଦ ଖବର; ଓଲଟିଲା ବସ୍, ୧୯ ଆହତ

 


କାଳୁ ସକାଳୁ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି । ଓଲଟିଲା ଯାତ୍ରୀବାହୀ ବସ୍ । ଗୁରୁବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ୧୯ ଜଣ ଆହତ ହୋଇଛନ୍ତି। ବରଗଡ଼ ଜିଲା ବରପାଲିର କୁଶନପୁରୀ ନିକଟରେ ଡିଭାଇଡରରେ ପିଟି ହୋଇ ବସ୍‌ଟି ଓଲଟି ପଡ଼ିଥିଲା।

ଆହତମାନଙ୍କୁ ବରଗଡ଼ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ବସ୍‌ଟି ସମ୍ବଲପୁରରୁ ଦାମନଯୋଡ଼ି ଯାଉଥିଲା। ତେବେ କ'ଣ ପାଇଁ ବସ୍ ଓଲଟିଲା ତାହା କିଛି ଜଣାପଡ଼ିନାହିଁ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.