Type Here to Get Search Results !

ଦ୍ଵିତୀୟ ଦିନ ରେ କୁକୁଡା ମଡକ କ୍ଷତି ପୂରଣ ଦାବିରେ ଏକାଠି ହେଲେ ପିପିଲି ରେ କୁକୁଡା ଚାଷୀ

 


କୁକୁଡ଼ା ଚାଷୀ ଚୟନ କୁ  ନେଇ ତେଜିଲା  କୁକୁଡ଼ା ଚାଷୀ ଙ୍କ ଅସନ୍ତୋଷ ।  ଏକାଠି ହେଲେ ପିପିଲି ଡେଲାଙ୍ଗ, ସତ୍ୟବାଦୀ ଅଞ୍ଚଳର କୁକୁଡ଼ା ଚାଷୀ,ବାର୍ଡଫ୍ଲୁ ରେ  ସଂକ୍ରମିତ  କୁକୁଡ଼ା  ଫାର୍ମ ଚୟନ କୁ ନେଇ ଚାଷୀ  ଘେରିଲେ ଅଧିକାରୀ ଙ୍କୁ । ପିପିଲି ରେ ବାର୍ଡ ଫ୍ଲୁ ହୋଇଥିଲା ବେଳେ   କେଉଁ ଆଧାର କୁ ଭିତ୍ତି କରି   ଚୟନ କରାଯାଇଛି ସଂକ୍ରମିତ ଫାର୍ମ ବୋଲି ପ୍ରଶ୍ନ  ଉଠାଇଲେ ଚାଷୀ ।ସେପଟେ   ଚାଷୀ ଚୟନ ରେ ସ୍ଵଚ୍ଛତା ଅବଲମ୍ବନ କରା ନ ଗଲେ ବରଦାସ୍ତ କରାଯିବ ନାହିଁ ବୋଲି ଚାଷୀ ଦେଇଛି  ଚେତାବନୀ।

ବାର୍ଡ ଫ୍ଲୁ କୁ ନେଇ ପିପିଲି ଆତଙ୍କିତ ଅବସ୍ଥାରେ ଥିଲା ବେଳେ ସଂକ୍ରମିତ କୁକୁଡ଼ା ଫାର୍ମ ଚୟନ କୁ ନେଇ ବିଭାଗୀୟ ଅଧିକାରୀ ଙ୍କୁ କାଠ ଗଡା ରେ ଛିଡ଼ା କରିଛି ଚାଷୀ ।ପିପିଲି ରେ ଦେଢ଼ ଶହ ଫାର୍ମ ରୁ ଅଧିକ  ଫାର୍ମ ଥିଲା ବେଳେ କିଭଳି ପିପିଲି ତେଇଶୁପୁର ଅଂଚଳ ରେ ୫୪ଟି ଫାର୍ମ କୁ ସଂକ୍ରମିତ ଘୋଷଣା କରାଗଲା ଅନ୍ୟ ଫାର୍ମ କୁ ଛାଡି ବୋଲି ଚାଷୀ ଅଭିଯୋଗ ଆଣିଥିବା ଅନ୍ୟ ଫାର୍ମ ଗୁଡିକ କୁ କଣ ପାଇଁ ଚିହ୍ନଟ କରାଯାଇ ନାହିଁ ବୋଲି ଚାଷୀ ଅଭିଯୋଗ ଆଣିଛି । ଗତ  ଜୁନ ମାସ ଠାରୁ ପିପିଲି  ଜଗନାଥ ପୁର ଠାରୁ,ଉତ୍ତରା, ସାତସଙ୍ଖ, କଣ୍ଟି ଅଞ୍ଚଳରେ ୧୫୦ରୁ ଉର୍ଦ୍ଧ୍ବ କୁକୁଡ଼ା ଫାର୍ମ ରହିଥିଲା ବେଳେ  କେବଳ ୫୪ ଟି ଫାର୍ମ କୁ ଚିହ୍ନଟ ପରେ ପ୍ରତିକ୍ରିୟା ଶୀଳ ହୋଇଛନ୍ତି ଚାଷୀ । କେବଳ ପିପିଲି ନୁହେଁ ଡେଲାଙ୍ଗରେ ପ୍ରାୟ ଶହେ ଫାର୍ମ ଓ ସତ୍ୟବାଦୀ ରେ ୮୦ଟି ଫାର୍ମ ବାର୍ଡ ଫ୍ଲୁ ରେ ସଂକ୍ରମିତ ହୋଇ ଥିଲା ବେଳେ ବିଭାଗୀୟ ଅଧିକାରୀ ଙ୍କ ଦ୍ଵାରା ଏଗୁଡ଼ିକ କଣ ପାଇଁ ବାଦ ଦିଆଯାଇଛି ବୋଲି ଚାଷୀ ଅଭିଯୋଗ ଆଣିଥିବା ବେଳେ  ଚାଷୀ ଚୟନ ରେ ସ୍ଵଚ୍ଛତା କୁ ନେଇ ପ୍ରଶ୍ନ ଉଠାଇଛି ।  ସେପଟେ କୁକୁଡ଼ା ମାରିବା  ସମୟ ରେ ଚାଷୀ କୁ କ୍ଷତିପୂରଣ ଦେବା ସହିତ  ଚାଷୀ କୁ  କ୍ଷତି ପୂରଣ  ଯୋଗାଇ ଦେବା ରେ ସ୍ଵଛତା  ଅବଲମ୍ବନ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ।


 ସେପଟେ ଆଜି ରାପିଡ଼ି ରେସକ୍ୟୁ ଟିମ  ଆବଲପୁର ଓ ଜନାର୍ଦ୍ଦନ ପୁର ର ୩ଟି ଫାର୍ମ ରେ କୁକୁଡ଼ା ମାରିଥିବା ବେଳେ କୁକୁଡ଼ା ମାରିଛି । ଆବଲପୁର ପୁର,ପୋଡଙ୍ଗ,ଜନାର୍ଦ୍ଦନ ପୁର,ରାୟ ଗର ପୁର,ସହଜ ପୁର,ଆଲିସ, ବାଲି ଗାଁ,  ଓ ଡ୍ସ ମୁଡ଼ି ଅଂଚଳ ର ପ୍ରାୟ ୫୪ଗୋଟି ଫାର୍ମ ଚିହ୍ନଟ ହୋଇ ଥିଲା ବେଳେ ଏଥିରୁ ୪ଟି ଫାର୍ମ ରେ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଛି । ଅନ୍ୟ ଚିହ୍ନଟ ଫାର୍ମ ରେ   କୁକୁଡା ନଥିଲା ବେଳେ ସେହି ଫାର୍ମ ଗୁଡ଼ିକ ରେ  ବିଭାଗୀୟ ଅଧିକାରୀ ଙ୍କ ସହିତ ସଲା ସୁତରା କରି ଅସାଧୁ ଉପାୟ ଅବଲମ୍ବନ କରାଯିବ ଏଥିରେ ସ୍ଵଚ୍ଛତା ରହିବ ନାହିଁ ବୋଲି  କ୍ଷତିଗ୍ରସ୍ତ ଚାଷୀ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ 

 ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ସୂଚନା ଯଦି ଏବେ ଠୁ ଏହାର ପ୍ରତିକାର ସ୍ୱରୂପ କୁକୁଡ଼ା ନମରାଯାଏ ପରବର୍ତୀ ସମୟ ରେ ଭୟଙ୍କର ରୂପ ନେଇ ମଣିଷ ଙ୍କ ଭିତରେ ଆକ୍ରାନ୍ତ ହେବେ ବୋଲି କହିଛନ୍ତି  । ବାଇଟି _ ଧରଣୀଧର ସାହୁ  ଜିଲ୍ଲା ପରିଷଦ ସଭ୍ୟ।  ଵାଇଟ _ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ  ପୁରୀ। ଏଫଭିଓ_ ସରକାର ତୁରନ୍ତ ତଦନ୍ତ କରି ଚାଷୀ କିପରି କ୍ଷେତି ପୁରଣ ପାଇବେ ସେଥିପାଇଁ ଚେଷ୍ଟା ଜାରି ରଖିଵା ଅବଶେଷ ତା ରହିଛି ପୁରୀ ଜିଲ୍ଲା ପିପିଲି ରୁ ଦିବାକର ପ୍ରଧାନ tro 24.

Post a Comment

0 Comments
* Please Don't Spam Here. All the Comments are Reviewed by Admin.