ସୁନ୍ଦରଗଡ଼/ବାଲିଶଙ୍କରା:-
ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାମରେ ସାଂଘାତିକ ଅଭିଯୋଗ। ଛାତ୍ରୀମାନଙ୍କୁ ଅଶ୍ଲୀଳ ଇଙ୍ଗିତ ଓ ସ୍ପର୍ଶ କରିବା ସହ ଯୌନ ନିର୍ଯାତନା। ପ୍ରତିବାଦରେ ଆଜି ସକାଳୁ ଛାତ୍ରୀମାନେ ସ୍କୁଲ ଛାଡ଼ି ରାସ୍ତାରୋକ କରିଛନ୍ତି। ପ୍ରଧାନ ଶିକ୍ଷକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

.jpeg)