ରାଞ୍ଚି :-
ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଜଣେ ସ୍ପେଶାଲ-ବ୍ରାଞ୍ଚ୍ ପୁଲିସ୍ ଏସ୍ଆଇଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଛି । ଗୁଳିମାଡରେ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିବା ମୃତ ଏସ୍ଆଇଙ୍କ ନାମ ଅନୁପମ୍ କଚ୍ଛପ ବୋଲି ଜଣାପଡିଛି । ଜଣେ ଏସ୍ଆଇଙ୍କୁ କିଏ ଓ କାହିଁକି ଗୁଳି କରି ହତ୍ୟା କରିଛି ସେସମ୍ପର୍କରେ ଏବେ ପୁଲିସ୍ ଛାନ୍ବିନ୍ କରୁଛି ।

.jpeg)
