Type Here to Get Search Results !

ତୃପ୍ତି ମହିଳା ମହାବିଦ୍ୟାଳୟ ର +2 ଛାତ୍ରୀ ହାରିଲେ ଜୀବନ

 


ନିଜେ ରହୁଥିବା ଭଡ଼ାଘର ର ଫ୍ୟାନ ରେ ଓଢଣୀ ଲଗାଇ କଲେ ଆତ୍ମହତ୍ୟା।

ସାବରଙ୍ଗ ଥାନା ସାହଡା ଗ୍ରାମପଂଚାୟତ ସାନନ୍ଦ ପୁର ଗ୍ରାମ ର ଜଳଧର ମଳିକ ଙ୍କ ଝିଅ ଅନୁସୟା ଓରଫ ଲିଜା ଙ୍କ ମୃତ୍ୟୁ ର କାରଣ ଖୋଜୁଛି ପୋଲିସ।

*ବାସୁଦେବପୁର ମୁଖ୍ୟ ବଜାର ଠାରେ ଥିବା ଅନାଦି ମହାନ୍ତି ଙ୍କ ଭଡା ଘରେ ନିଜ ବଡ଼ ଭଉଣୀ ପୂଜା ଙ୍କ ସହ ରହୁଥିଲେ ଅନୁସୟା ଓରଫ ଲିଜା।

*ସ୍ଥାନୀୟ ତୃପ୍ତି ମହିଳା ମହାବିଦ୍ୟାଳୟ ରେ ଦୁଇ ଭଉଣୀ ଯଥାକ୍ରମେ +3 ଓ +2 ରେ ପାଠ ପଢୁଥିଲେ।

*କେଉଁ ପରିସ୍ଥିତି ରେ ଜଣେ କଲେଜ ପଢୁଆ ଛାତ୍ରୀ ଆତ୍ମହତ୍ୟା କଲେ ତାକୁ ନେଇ ପୋଲିସ କରୁଛି ଖୋଳତାଡ଼।

*କଲେଜ ପଢୁଆ ଝିଅ କୁ ହରାଇ ପରିବାର ଲୋକେ ଦୁଃଖ ରେ ମ୍ରିୟମାଣ। ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ରୁ ସେକ ସାହିଦ କା ଦି ରି ଙ୍କ ରିପୋର୍ଟ୍ TRO 24news।

Post a Comment

0 Comments
* Please Don't Spam Here. All the Comments are Reviewed by Admin.