ଜିଲ୍ଲା ପଦ୍ମପୁର ଉପଖଣ୍ଡ ଟାଲପଙ୍କ ନେତୃତ୍ୱରେ ବୃକ୍ଷ ରୋପଣକାର୍ଯ୍ୟକ୍ରମ ହୋଇଥିଲା l ସରପଞ୍ଚ ମିଥିଳା ସାହୁ ଓ ପିଇଓ କୁନୁ ସେଠ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ମିଶି ଝୁନଙ୍ଗlପାଲି ରୁ ତେଲମହୁଳ ରାସ୍ତା ରେ 300(ତିନିଶହ) ଚାରା ଗଛ ଲଗେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ଉତ୍କଳ (କ), ଉତ୍କଳ(ଖ), ଓଁ ଶିବାନୀ, ନବପ୍ରଭା, ମାଁ ଲକ୍ଷ୍ମୀକାନ୍ତି, ବୀଣାପାଣି, ପ୍ରିୟଦର୍ଶିନୀ, ମାଁ ସନ୍ତୋଷୀ, ମାଁ ସାରଳା, ମାଁ ସମଲେଶ୍ୱରୀ, ମାଁ ଶିବାନୀ,ବି.ଆର, ଆମ୍ବେଦକର ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ମିଶି ବୃକ୍ଷ ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଟାଲ ପଞ୍ଚାୟତ ର ସମାଜ ସେବୀ ଯୁବକ ଭାଇ ମାନେ ସହଯୋଗ କରିଥିଲେ l

