ଭୁବନେଶ୍ୱର:-
ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ(ବବି)ଙ୍କ ଅଡୁଆ ବଢିଛି। ଏପଟେ ବବିଙ୍କ ଖାସ ଅନୁଗତ ଥିବା ବିଜେଡିର କିଛି ଯୁବ ଓ ଛାତ୍ର ନେତା ସମେତ ନିଜସ୍ବ କର୍ମଚାରୀଙ୍କ ନାଁରେ ୩୦ରୁ ଅଧିକ କମ୍ପାନୀ ଏବେବି ଆକ୍ଟିଭ ଥିବା ଜଣାପଡିଛି । ଯାହା ବବିଙ୍କ ଅଡୁଆ ବଢିପାରେ ବୋଲି ଚର୍ଚ୍ଚା ହେଉଛି।
ବବିଙ୍କର ଖାସ କର୍ମଚାରୀମାନଙ୍କ ନାଁରେ ୩ ଡଜନରୁ ଅଧିକ କମ୍ପାନୀ ରହିଛି ।
ନିକଟରେ ବବିଙ୍କ କ୍ୱାର୍ଟର୍ସ ପରିସରରେ ନିର୍ମାଣାଧୀନ କୋଠା ଭଙ୍ଗାକୁ ନେଇ ବିବାଦ ଦେଖାଦେଇଥିଲା।

.jpeg)
