ଭୁବନେଶ୍ୱର :-
ରାଜ୍ୟରେ ଭାଜପା ପ୍ରଥମ ଥର ପାଇଁ ସରକାର ଗଢିଛି। ଆଉ ସରକାର ଗଢିବା ପରେ ରାଜ୍ୟରେ କିପରି ବହୁଦିନ କ୍ଷମତାରେ ରହିବ, ସେଥିପାଇଁ ଭାଜପା ପକ୍ଷରୁ ୨୦୨୯ ପାଇଁ ୨୦୨୪ରୁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ପ୍ରଥମେ ତୃଣମୂଳ ସ୍ତରରୁ ଦଳୀୟ ସଂଗଠନକୁ ସଂଗଠିତ କରିବାକୁ ଯୋଜନା କରିଛି ଦଳ। ଏଥିସହ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଦିଗରେ ଭାଜପା କାମ ଚଳାଇଛି।

.jpeg)
