ମରଣ ଯନ୍ତା ସାଜିଥିବା ୧୪୯ନଂ ଜାତୀୟ ରାଜପଥରେ ଆଜି ଆଉ ୨ଜଣ ଙ୍କ ଜୀବନ ଚାଲିଗଲା।ଏହି ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର କୋଇଲା ପରିବହନ ଟ୍ରକ ଚାଲି ସରକାର ଙ୍କୁ ସବୁଠାରୁ ଅଧିକ ରାଜସ୍ୱ ଦେଉଥିବା ଏହି ରାଜପଥକୁ ୪ଲାଇନ ରାସ୍ତା କରିବାପାଇଁ ସରକାର ଙ୍କ ପାଖରେ ଟଙ୍କା ନାହିଁ।ସେହିପରି ଡେରା ଛକ ଟ୍ରାଫିକ ଅବ୍ୟବସ୍ଥା ଯୋଗୁ ରାସ୍ତା ଦୁର୍ଘଟଣାରେ ଜଣେ ସୁନାମଧନ୍ୟ ମେଡ଼ିକାଲ କର୍ମଚାରୀଙ୍କ ଜୀବନ ଚାଲିଗଲା।ସତେ ଯେପରି ଧୂଳିଧୂଆଁ ଖାଇ ସରକାରଙ୍କୁ ଅଧିକ ରାଜସ୍ୱ ଦେଉଥିବା ତାଳଚେରବାସୀଙ୍କ ଜୀବନ ଆଜି ସରକାରଙ୍କ ପାଇଁ ଅଲୋଡ଼ା। ଅନୁଗୋଳ ଜିଲ୍ଲା ତାଳଚେର ପ୍ରଦିପ କୁମାର ମହାରଣା


