Type Here to Get Search Results !

ପିଏମ ଆବାସ ଯୋଜନାକୁ ନେଇ ଆସିଲା ଖୁସି ଖବର ,ସରକାର ନେଲେ ବଡ଼ ନିଷ୍ପତି ବହୁତ ଶୀଘ୍ର ହିତାଧିକାରୀ ମାନେ ପାଇବାକୁ ଯାଉଛନ୍ତି ଘର

 






ବେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର ବହୁତ ଜଲ୍ଦୀ ଲୋକ ମାନେ ପାଇବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କଣ ଆସିଛି ଅପଡେଟ ଆଜିର ବିଷୟରେ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ଜାଣିବା ପାଇଁ ବିଷୟଟି କୁ ଶେଷ ଯାଏ ଦେଖନ୍ତୁ । ଏବେ ମୋହନ ସରକାର ଆସୁ ଆସି ଆକ୍ସନ ମୋଡରେ ଓଡ଼ିଶାରେ କ୍ଷମତାକୁ ଆସି ଶହେ ଦିନ ଭିତରେ ଶୁଭଦ୍ରା ଯୋଜନା ଲାଗୁ ହେବାକୁ ନିର୍ଦ୍ଦେଶ ଦେବା ସହିତ ପିଏମ କିଶାନ ସମନିଧି ଯୋଜନାରେ କିସ୍ତି ଟଙ୍କା ପଠାଇଛନ୍ତି ଏବଂ ଏହି ଶହେ ଦିନ ଭିତରେ ରାଜ୍ୟରେ ହଜାର ହଜାର ମହିଳା ପଚାଶ ହଜାର ଟଙ୍କା ପାଇବେ

ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାରି ଭିତରେ ଆଉ ଏକ ବଡ ଅପଡେଟ ସାମ୍ନାକୁ ଆସିଛି ଯାହାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଏକ ନୂଆ ଅପଡେଟ ଆସିଚି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ପାଞ୍ଚ ଲକ୍ଷ ପରିବାର ଲୋକଙ୍କୁ ନୂଆ ଘର ନିର୍ମାଣ କରିବାକୁ ଯୋଜିନା କରିଛନ୍ତି ସରକାର ।

ରାଜ୍ୟରେ ବିଜେପି ସରକାର ଗଠନ ପରେ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ପ୍ରାକ ବଜେଟ ଅନୁଷ୍ଠିତ ହୋଇଛି ଏହି କ୍ରମରେ ରାଜ୍ୟରେ ବିକାଶ ପାଇଁ ଅନେକ ଦାବି କରିଛନ୍ତି ସରକାର । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାବି ଭାବରେ PMAY ଯୋଜନାରେ ପାଞ୍ଚ ଲକ୍ଷ ଘର ମାଗିଛନ୍ତି ଉପମନ୍ତ୍ରୀ ।ପାଞ୍ଚ ଲକ୍ଷ ଘର ଆବଣ୍ଟନ କରାଯିବ ବୋଲି ସୂଚନା ମିଳିଛି ।

କେନ୍ଦ୍ର ସରକାର ଅନୁମୋଦନ କଲେ ରାଜ୍ୟରେ ପାଞ୍ଚ ଲକ୍ଷ ହିତାଧିକାରୀ ମାଗଣାରେ ଆବାସ ଘର ପାଇବେ ବୋଲି ସୂଚନା ମିଳିଛି । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବେ ଲୋକ ମାନଙ୍କୁ ସହାୟତା ମିଳିବ ଯେଉଁ ମାନେ ଘରଟିଏ ତିଆରି କରିବା ପାଇଁ ଆର୍ଥିକ ଭାବରେ ସକ୍ଷମ ନୁହଁନ୍ତି। ଏଭଳି ଯୋଜନା ସାହାଯ୍ୟରେ ଆବାସ ଯୋଜନାରେ ଧନ ରାଶି ପ୍ରଦାନ କରାଯାଉଛି



Post a Comment

0 Comments
* Please Don't Spam Here. All the Comments are Reviewed by Admin.