Type Here to Get Search Results !

ସହିପାରିଲେନି ପତ୍ନୀଙ୍କ ମୃତ୍ୟୁ, ICU ଭିତରେ ନିଜକୁ ଗୁଳି କରିଦେଲେ IPS ଅଫିସର୍‌

 



ଆସାମ:-

ହିପାରିଲେନି ପତ୍ନୀଙ୍କ ମୃତ୍ୟୁ । ଆଇସିୟୁ ଭିତରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଗୃହସଚିବ । ଆସାମରେ ଦେଖିବାକୁ ମିଳିଛି ଏମିତି ଏକ ଦୁଃଖଦ ଘଟଣା । ସୂଚନା ଅନୁସାରେ ଆସାମ ସରକାରରେ ଗୃହ ସଚିବ ଭାବେ କାର୍ଯ୍ୟ କରୁଥିଲେ ସିଲାଦତ୍ୟ ଛେତିଆ । ଗତ କିଛି ଦିନ ହେବ ତାଙ୍କ ପତ୍ନୀ କ୍ୟାନସର୍‌ ପୀଡ଼ିତ ଥିଲେ । କିନ୍ତୁ ଏହି ରୋଗରେ ଗତ ମଙ୍ଗଳବାର ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା ।

ଏହାକୁ କିନ୍ତୁ ସହିପାରିନଥିଲେ ସିଲାଦିତ୍ୟ । ଯାହାଫଳରେ ହସ୍ପିଟାଲ ଭିତରେ ହିଁ ନିଜକୁ ଗୁଳି କରି ଜୀବନ ହାରିଛନ୍ତି ସିଲାଦିତ୍ୟ ଛେତିଆ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.