Type Here to Get Search Results !

ମାଗଣା ଚିକିତ୍ସା ଓ ପରାମର୍ଶ ଶିବିର ଅନୁଷ୍ଠିତ


ବ୍ରଜରାଜନଗର :- 

ଅର୍ଥବାଧକ ହେବନି ଚିକିତ୍ସା ରେ। ସେ ଡାଇବେଟିସ ହେଉ କି ହୃଦୟ ରୋଗ ଅବା ହେଉ ଜରାୟୁ ମୁଖଗହର କର୍କଟ ତା ସହ ଦନ୍ତ ରୋଗ ସମସ୍ୟା ରେ ଅର୍ଥ ହେବନି ବାଧକ ବର୍ଷିତ ମେରୁଦଣ୍ଡ ଜନିତ ସମଷ୍ୟା ଏ ସମସ୍ତ ରୋଗ ର ଚିକିତ୍ସା ଠୁ ବେଶି ଗୁରୁତ୍ୱ ପୂର୍ଣ ହେଲା ସଚେତନତା । ଅଭିଙ୍ଗ ଡ଼ାକ୍ତରଙ୍କ ଚିକିତ୍ସା ଓ ପରାମର୍ଶ ର ଲାଭ ଉଠେଇଥିଲେ ସ୍ଥାନୀୟ ଓଏମପି ର ୧୫୦ ରୁ ଉର୍ଦ୍ଧ ବାସିନ୍ଦା । 

ମା ସରସ୍ଵତୀ ମହିଳା ସଙ୍ଗଠନ ଓଏମପି ର ପ୍ରଚେଷ୍ଟା ରେ ଆୟୋଜିତ ନିଶୁଳ୍କ ଚିକିତ୍ସା ଶିବିର ରେ ମେଡ଼ିସିନ ସ୍ପେସିଅଲିଷ୍ଟ ଡଃ ଶିବ କୁମାର ଲାଠ, ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ବବିତା ରମାନି, ଦନ୍ତରୋଗ ବିଶେଷଜ୍ଞ     ଡଲି ଲାଠ,  ଫିଜିଓଥେରାପିଷ୍ଟ ପ୍ରକାଶ ରଣା ୧୫୦ ରୁ ଉର୍ଦ୍ଧ ରୋଗୀଙ୍କୁ ଚିକିତ୍ସା ସହ ସଚେତନ କରିଥିବା ବେଳେ ସଂଘର ପରାମର୍ଶଦାତା ବିବେକାନନ୍ଦ ମିଶ୍ର,  ଅର୍ଜୁନ ମୋର  ବିଗତଦିନର କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିବା ବେଳେ ବିଭିନ୍ନ ସମାଜସେବୀ ଓ ସ୍କୁଲ ର ପ୍ରଧାନ ଶିକ୍ଷକ ମଞ୍ଚଆସିନ ଥିଲେ।  ସଂଘର ସଭାପତି ଆଇନଜୀବି ଗୀତା ରଣା ସ୍ୱାଗତ ଭାଷଣ ଦେଇଥିବା ବେଳେ ଡାକ୍ତର ପ୍ରକାଶ ରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ Prayas Centre for Autism ର ବିଭିନ୍ନ କର୍ମକର୍ତା ଚିକିତ୍ସା ରେ ସହଯୋଗ କରିଥିବାବେଳେ ସଙ୍ଗଠନ ର  ସଦଶ୍ୟ ମାନେ ସହଯୋଗ କରିଥିଲେ । ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.