ଭୁବନେଶ୍ୱର :-
ଆଜି ବିଜେଡି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ସମୁଦାୟ ୭୧ ଟି ବିଧାନସଭା ଆସନ ପାଇଁ ଆଜି ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ୭୬ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଏବେବି ଗୁପ୍ତ ରଖାଯାଇଛି। ଅନ୍ୟ ପକ୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ନିଜ ହିଞ୍ଜିଳି ଆସନରୁ ପ୍ରାର୍ଥୀ ରୂପେ ଛିଡା ହେବେ। ତେବେ ସମ୍ପୂର୍ଣ ୭୧ ଟି ବିଜେଡି ବିଧାୟକ ପ୍ରାର୍ଥୀ ତାଲିକା ନିମ୍ନ ରେ ଦିଆଗଲା।
ବିଷମ କଟକ : ଜଗନ୍ନାଥ ସରକା
ଗୁଣୁପୁର : ରଘୁନାଥ ଗମାଙ୍ଗ
ରାୟଗଡା : ଅନୁସୟା ମାଝି
ବରଗଡ : ଦେବେଶ ଆଚାର୍ଯ୍ୟ
ବିଜେପୁର : ରିତା ସାହୁ
ଅତାବିରା : ସ୍ନେହାଙ୍ଗିନୀ ଛୁରିଆ
ଭଟଲି : ସୁଶାନ୍ତ ସିଂହ
ଜଳେଶ୍ୱର : ଅଶ୍ୱିନୀ ପାତ୍ର
ବସ୍ତା : ସୁଭାଷିନୀ ଜେନା
ଭଣ୍ଡାରିପୋଖରୀ : ସଂଜୀବ ମଲ୍ଲିକ
ଭଦ୍ରକ : ପ୍ରଫୁଲ୍ଲ ସାମଲ
ବାସୁଦେବପୁର : ବିଷ୍ଣୁବ୍ରତ ରାଉତରାୟ
ଧାମନଗର : ଡଃ ସଞ୍ଜୟ ଦାସ
ଚାନ୍ଦବାଲି : ବ୍ୟମୋକେଶ ରାୟ
ବିଂଝାରପୁର : ପ୍ରମିଳା ମଲ୍ଲିକ
ଧର୍ମଶାଳା : ପ୍ରଣବ ବଳବନ୍ତରାୟ
ଯାଜପୁର : ସୁଜାତା ସାହୁ
ସୁକିନ୍ଦା : ପ୍ରୀତିରଞ୍ଜନ ଘଡାଇ
ଢେଙ୍କାନାଳ : ସୁଧୀର କୁମାର ସାମଲ
କାମାକ୍ଷାନଗର : ପ୍ରଫୁଲ୍ଲ ମଲ୍ଲିକ
ପରଜଙ୍ଗ : ନୃସିଂହ ସାହୁ
ପାଲଲହଡା : ମୁକେଶ ପାଳ
ଛେଣ୍ଡିପଦା : ସୁଶାନ୍ତ କୁମାର ବେହେରା
ସୋନେପୁର : ନିରଞ୍ଜନ ପୂଜାରୀ
ଲୋଇସିଂହା : ନିହାର ବେହେରା
ପାଟଣାଗଡ : ସରୋଜ ମେହେର
ବଲାଙ୍ଗୀର : କଳିକେଶ ସିଂହ ଦେଓ
ଟିଟିଲାଗଡ : ଟୁକୁନି ସାହୁ
ନୂଆପଡା : ରାଜେନ୍ଦ୍ର ଢୋଲକିଆ
ଉମେରକୋଟ : ନବୀନ ନାୟକ
ଝରୀଗାଁ : ରମେଶ ମାଝି
ନବରଙ୍ଗପୁର : କୌଶଲ୍ୟା ପ୍ରଧାନୀ
ଡାବୁଗାଁ : ମନୋହର ରନ୍ଧାରୀ
ଲାଞ୍ଜିଗଡ : ପ୍ରଦୀପ ଦିଶାରୀ
ଜୁନାଗଡ : ଦିବ୍ୟ ଶଙ୍କର ମିଶ୍ର
ଧର୍ମଗଡ : ପୁଷ୍ପନ୍ଦ୍ର ସିଂଦେଓ
ଭବାନୀପାଟଣା : ଲତିକା ନାୟକ
ଜି ଉଦୟଗିରି : ସାଲୁଗା ପ୍ରଧାନ
କଣ୍ଟାମଲ : ମହୀଧର ରଣା
ବୌଦ୍ଧ : ପ୍ରଦୀପ ଅମାତ
ବାରମ୍ବା : ଦେବୀ ମିଶ୍ର
ବାଙ୍କୀ : ଦେବୀ ତ୍ରିପାଠୀ
ଆଠଗଡ : ରାନେନ୍ଦ୍ର ପ୍ରତାପ ସ୍ୱାଇଁ
ଚୌଦ୍ୱାର : ସୌଭିକ ବିଶ୍ୱାଳ
ନିଆଳି : ପ୍ରମୋଦ ମଲ୍ଲିକ
କଟକ ସଦର : ଚନ୍ଦ୍ର ସାରଥୀ ବେହେରା
ପାଟକୁରା : ଅରବିନ୍ଦ ମହାପାତ୍ର
ଆଉଲ : ପ୍ରତାପ ଦେବ
ରାଜନଗର : ଧୃଭ ସାହୁ
ମହାକାଳପଡ଼ା : ଅତନୁ ସବ୍ୟସାଚୀ ନାୟକ
ପୁରୀ : ସୁନୀଲ ମହାନ୍ତି
ବ୍ରହ୍ମଗିରି : ଉମା ସାମନ୍ତରାୟ
ସତ୍ୟବାଦୀ : ସଞ୍ଜୟ ଦାସ ବର୍ମା
ପିପିଲି : ରୁଦ୍ର ମହାରଥି
ଜଟଣୀ : ବିଭୁତି ବଳବନ୍ତରାୟ
ରଣପୁର : ସତ୍ୟ ପ୍ରଧାନ
ଦଶପଲ୍ଲା : ରମେଶ ବେହେରା
ନୟାଗଡ : ଅରୁଣ କୁମାର ସାହୁ
ଭଞ୍ଜନଗର : ବିକ୍ରମ ଆରୁଖ
ପୋଲସରା : ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର : ଲତିକା ପ୍ରଧାନ
ଛତ୍ରପୁର : ସୁବାଷ ବେହେରା
ସୋରଡ଼ା : ସଂଘମିତ୍ରା ସ୍ୱାଇଁ
ହିଞ୍ଜିଳି : ନବୀନ ପଟ୍ଟନାୟକ
ଗୋପାଳପୁର : ବିକ୍ରମ ପଣ୍ଡା
ଦିଗପହଣ୍ଡି : ବିପ୍ଳବ ପାତ୍ର
ଚିକିଟି : ଚିନ୍ମୟନନ୍ଦ ଶ୍ରୀରୁପ ଦେବ
କୋଟପାଡ଼ : ଚନ୍ଦ୍ରଶେଖର ମାଝୀ
କୋରାପୁଟ : ରଘୁରାମ ପଦଳ
ମାଲକାନଗିରି : ମାନସ ମାଡକାମୀ
ଘସିପୁରା : ବଦ୍ରି ପାତ୍ର

