ଭୁବନେଶ୍ୱର :-
ଭୁବନେଶ୍ୱର ଅଫିସରେ ପସି ଛୁରୀ ଭୁସିବା ଘଟଣାର ସୂଚନା ଦେଲେ ଜୋନ୍-୩ ଏସପି। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଜୋନ -3 ଏସପି। ଦଶାହ କାମକୁ ଯିବାକୁ ସ୍ତ୍ରୀକୁ କହିଥିଲେ ଅଭିଯୁକ୍ତ ସ୍ବାମୀ। ସ୍ତ୍ରୀ ଦଶାହ କାମକୁ ନଯିବାରୁ ରାଗରେ ଆକ୍ରମଣ କରିଛନ୍ତି।
ପୂର୍ବରୁ ଯୌତୁକ ନିର୍ଯାତନା ନେଇ ସୋର ଥାନାରେ ମାମଲା କରିଥିଲେ ସ୍ତ୍ରୀ ସୋର ଥାନାରେ ମାମଲା କରିଥିଲେ ସ୍ତ୍ରୀ ମଧୁସ୍ମିତା ୨ ମାସ ହେବ ଭୁବନେଶ୍ବରରେ କାମ କରୁଥିଲେ ଆହତ ସ୍ତ୍ରୀ, ଘଟଣାସ୍ଥଳରୁ ଛୁରୀ ଜବତ, ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ପୋଲିସ।


