Type Here to Get Search Results !

ହୀରାକୁଦର ଖୋଲିଲା ଆଉ ୫ଟି ଗେଟ୍


ସମ୍ବଲପୁର :-

ଉପର ମୁଣ୍ଡରେ ବର୍ଷା ପ୍ରଭାବରେ ହୀରାକୁଦ ଜଳଭଣ୍ଡାର ରେ ବଢୁଛି ଜଳସ୍ତର। ଏହାକୁ ନେଇ ଆଜି ହୀରାକୁଦର ଖୋଲିଲା ଗେଟ୍। ଏନେଇ  ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ। ବର୍ତମାନ ସୁଦ୍ଧା ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା ସୂଚନା ମିଳିଛି। ହୀରାକୁଦ ଜଳଭଣ୍ଡାର ର  ବାମ ପଟୁ ୪ଟି, ଡାହାଣ ପଟୁ ୩ଟି ଗେଟ୍ ଖୋଲା ଯାଇଛି। ସନ୍ଧ୍ୟା ସୁଧା ଆଉ ୫ଟି ଗେଟ୍ ଖୋଲାଯିବା ନେଇ ସୂଚନା ମିଳିଛି। ପ୍ରେସମିଟ୍‌ରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଦେଇଛନ୍ତି। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.