Type Here to Get Search Results !

ମେଧାବୀ ଛାତ୍ରୀ ଙ୍କ ବୃତ୍ତି ପରୀକ୍ଷା ରେ ପ୍ରଥମ ସ୍ଥାନ ଅଧିକାର

 


ଚମ୍ପୁଆ :-

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ରିମୁଳି ସରସ୍ଵତୀ ବିଦ୍ୟା ମନ୍ଦିର ରେ ଅଧ୍ୟୟନ କରୁଥିବା ମେଧାବୀ ଛାତ୍ରୀ ରାଜସ୍ମିତା ମିଶ୍ର ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ପ୍ରଥମ ଶ୍ରେଣୀ ଅଧିକାର କରିଛନ୍ତି। ରାଜସ୍ମିତା ମିଶ୍ର ରିମୁଳି ଗ୍ରାମର ରାଜେଶ କୁମାର ମିଶ୍ର ଓ ସସ୍ମିତା ଦାଶ ଙ୍କ କନ୍ୟା ଅଟନ୍ତି ଓ ସେମାନେ ଉଭୟ ଶିକ୍ଷକତା କରନ୍ତି। ତେବେ ରାଜସ୍ମିତା ମିଶ୍ର ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ରିମୁଳି ଗ୍ରାମବାସୀ ତଥା ରିମୁଳି ସରସ୍ଵତୀ ବିଦ୍ୟା ମନ୍ଦିର ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆନନ୍ଦ ପ୍ରକାଶ କରିବା ସହିତ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେଉ ବୋଲି କାମନା କରିଛନ୍ତି।

କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.