ବନ୍ତ :-
ଆଜି ଆମ ଆଦମୀ ପାର୍ଟି ତରଫରୁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ , ବନ୍ତରେ ଏକ ସଭା ଆୟୋଜନ କରାଯାଇଥିଲା । ବନ୍ତରୁ ସମ୍ମାନୀୟ ଅତିଥିଙ୍କୁ ନେଇ ଏକ ବାଇକ୍ ରାଲି ହୋଇଥିଲା । ଏହି ବାଇକ୍ ରାଲି ବନ୍ତରୁ ସଭା ସ୍ଥଳି ପର୍ଯ୍ୟନ୍ତ ହୋଇଥିଲା , ସେଥିରେ ଉପସ୍ଥିତ ଥିଲେ ।
ଶ୍ରୀଯୁକ୍ତ ରଙ୍ଗା ଚରଣ ପ୍ରଧାନ(ରାଜ୍ୟ ମୁଖପାତ୍ର ), ଶ୍ରୀଯୁକ୍ତ ସଞ୍ଜୟ କେତନ ନାୟକ(ଜିଲ୍ଲା ପ୍ରଭାରୀ), ଶ୍ରୀଯୁକ୍ତ ଦେବାଶିଷ ପାଣିଗ୍ରାହୀ(ଜିଲ୍ଲା ସଭାପତି), ଶ୍ରୀଯୁକ୍ତ ପ୍ରସନ୍ନ ଦାସ(ଜିଲ୍ଲା ଉପସଭାପତି), ଶ୍ରୀଯୁକ୍ତ ପ୍ରଭାସ ରଂଜନ ପଣ୍ଡା(ଜିଲ୍ଲା ସାଧାରଣ ସଂପାଦକ), ଶ୍ରୀଯୁକ୍ତ ନରହରୀ ସାହୁ(ବନ୍ତ ବ୍ଲକ୍ ସଭାପତି), ଶ୍ରୀଯୁକ୍ତ ବିକାସ ଜେନା(ପୂର୍ବତନ ଜିଲ୍ଲା ଆବାହକ) , ସେକ ଗୁଲ୍ ଫାନ(ବନ୍ତ ବ୍ଲକ୍ ଯୁବ ସଭାପତି ) , ନିଧୀର।ମ ନାୟକ । ଆମ୍ ଆଦମୀ ପାର୍ଟି ବିଚାର ଧାରା ତଥା ରାଷ୍ଟ୍ରୀୟ ସଭାପତି ଶ୍ରଯୁକ୍ତ ଅରବିନ୍ଦ କେଜ୍ରିୱାଲ ଏବଂ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ବିଭିନ୍ନ ଦଳରୁ ପାଖାପାଖି ୧୦୦ ରୁ ଉର୍ଦ୍ଧ୍ବ ଲୋକ ଯୋଗଦାନ ଦେଲେ । ଆଗାମୀ ଦିନରେ ବନ୍ତ ବ୍ଲକରେ ବିଭିନ୍ନ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇବା ସହିତ ସଂଗଠନକୁ ସୃଢୁଡ଼ କରିବା ସହିତ ପ୍ରତ୍ୟକ ଘରେ ଘରେ ଆମ୍ ଆଦମୀ ପାର୍ଟିର ବାର୍ତ୍ତା ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାରର ରାଜନୀତିକୁ ମୁଦ୍ଦା କରି ଭଣ୍ଡାରିପୋଖରୀର ସମସ୍ତ ଘରେ ଘରେ ପହଞ୍ଚ।ଇବା ପାଇଁ ଶପଥ ନେଲେ ।
ବନ୍ତ ବ୍ଲକରୁ ସେକ ଗୁଲଫାନଙ୍କ ରିପୋର୍ଟ

