Type Here to Get Search Results !

ଚାଲିଗଲେ ବିଧାୟକ ବିଷ୍ଣୁ ସେଠୀ

 


ଭୁବନେଶ୍ୱର / ଧାମନଗର :-

ବିରୋଧୀ ଦଳର ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଙ୍କ ଆଜି ୬୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ବହୁଦିନ ଧରି ସ୍ବର୍ଗତ ସେଠୀ କିଡନୀ ରୋଗ ପାଇଁ ଏମ୍ସ ରେ ଚିକିତ୍ସିତ ହେଉଥିଲେ। ତେବେ କିଛିଦିନ ହେବ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା। ତେଣୁ ତାଙ୍କୁ ICU ରେ ଭର୍ତ୍ତି କରା ଯାଇଥିଲା। ତେବେ ଏମ୍ସ ନିରୀକ୍ଷକ ପ୍ରଭାତ ରଞ୍ଜନ ତ୍ରିପାଠୀ ଆଜି ଭୋର୍ ସମୟରେ ବିଷ୍ଣୁ ସେଠୀ ଙ୍କ ଦେହାନ୍ତ ବିଷୟରେ ଘୋଷଣା କରିଛନ୍ତି। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.