Type Here to Get Search Results !

ବାତ୍ୟା ଆଶ୍ରୟସ୍ଥଳୀ ରୁ ଯୁବକ ର କଟା ମୁଣ୍ଡ ଜବତ

 


ପିପିଲି :-

ପୁରୀ ଜିଲ୍ଲା ପିପିଲି ର ନୂଆଶାସନ ଗ୍ରାମ ର ବାତ୍ୟା ଆଶ୍ରୟସ୍ଥଳୀ ରୁ ମିଳିଛି ଯୁବକ ର କଟା ମୁଣ୍ଡ । ଶରୀର ରୁ ମୁଣ୍ଡ ଅଲଗା ହୋଇ ପଡ଼ିରହିଛି ଏହି ଘଟଣା ଦେଖି ଆଖପାଖ ଅଞ୍ଚଳ ର ଲୋକ ମାନେ ଭୟଭୀତ ହୋଇପଡ଼ିଛନ୍ତି । ଛତୁ ପାଳ କଟା କଟରରେ ହତ୍ୟା କରାଯାଇଥିବା ର ଅନୁମାନ କରାଯାଇଛି । ଜଣା ପଡ଼ିଛି ଯେ ପୂର୍ବ ଶତ୍ରୁ ତାକୁ କେନ୍ଦ୍ର କରି ଏହି ବିଭତ୍ସ ହତ୍ୟା ଘଟିଛି । ଘଟଣା ସ୍ଥଳରେ ପିପିଲି ପୋଲିସ୍ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି ।

ପୁରୀ ଜିଲ୍ଲା ରୁ ସ୍ବପ୍ନା ମଲ୍ଲିକ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.