ତାଳଚେର :-
ସୂଚନା ଅନୁସାରେ ଆଜି ସକାଳ ସମୟ ରେ ତାଳଚେର ଦେଉଳବେଡ଼ା MCL ରେଲୱେ ସାଇଟ୍ ରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦେଉଳବେଡ଼ା ଗ୍ରାମର କାର୍ତ୍ତିକ ସାହୁ। କାର୍ତ୍ତିକ ସକଳ ସମୟରେ ସୋଚ କରିବାକୁ ଆସିଥିବା ବେଳେ ଧକ୍କା ଦେଲା MCL ର ମାଲବାହି ଟ୍ରେନ। ଉକ୍ତ ରାସ୍ତାରେ MCL କୈଣସି ଫାଟକ ନକରି ଖୋଲା ଛାଡି ଦେଇଥିବାରୁ ଏପରି ଦୃଘଟଣା ଘଟିଥିବା ବେଳେ । ମୃତ ବ୍ୟକ୍ତିକ ପରିବାର ଙ୍କୁ ତୁରନ୍ତ କ୍ଷତି ପୂରଣ ସହିତ ତୁରନ୍ତ ଫାଟକ କରାଯିବା ନେଇ ଦାବି କରିଛନ୍ତି ଉକ୍ତ ପରିବାର ସହିତ ଅଞ୍ଚଳ ବାସୀ ।
ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦେଉଳବେଡ଼ା ଗ୍ରାମର କାର୍ତ୍ତିକ ସାହୁ। ସକଳ ସମୟରେ ସ୍ନାନ କରିବାକୁ ଆସିଥିବା ବେଳେ ଘଟିଛି ଏପରି ଘଟଣା ବୋଲି ସୂଚନା ମିଳିଛି। ଅନୁଗୁଳ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ

